STORYMIRROR

Asish Behera

Children

3  

Asish Behera

Children

ସିଦ୍ଧିଦାତ୍ରୀ

ସିଦ୍ଧିଦାତ୍ରୀ

1 min
145

ନବମୀରେ ପୂଜା ତୁମ 

ଜୟ ସିଦ୍ଧିଦାତ୍ରୀ

ପଙ୍କଜ ଆସନ ତୁମ

ଜୟ ରୂପମତି  


ସଙ୍କଟତାରିଣୀ ମାଆଗୋ

ଉଦ୍ଧାରିବ ମତେ

ବିପତ୍ତି କାଳରେ ମାଆଗୋ

ଡାକଦେଲେ ତତେ 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children