Asish Behera
Crime Inspirational Others
ଆହେ ମହାପ୍ରଭୁ ତୁମରି ସ୍ନାନରେ
ସ୍ନାନବେଦୀ ଆଜି ଭିଯୁଛି
ବାଲେଶ୍ବରେ ହୋଇ ରକ୍ତ ର ଯେ ସ୍ନାନ
ପିତା ପୁତ୍ରକୁ ଯେ ଖୋଜୁଛି ।
ଶ୍ରୀକ୍ଷେତ୍ରରେ ପ୍ରଭୁ କେତେ ରୀତିକାନ୍ତି
ତୁମ ପାଇଁ ସବୁ ହେଉଛି
ଏଠି ନୟନ ପିତୁଳା ପିତା କାନ୍ଧେ
ଶ୍ମଶାନର ଯାତ୍ରା କରୁଛି ।
ଉତ୍କଳ ସନ୍ତାନ
ଦୀପାବଳୀ
ମାୟା ସଂସାର
ରକ୍ତ ସ୍ନାନ
ପ୍ରିୟେ
ଅଶ୍ରୁଜଳ
କ୍ୟାଲେଣ୍ଡର
ଅଭିନୟ
ସିଦ୍ଧିଦାତ୍ରୀ
ଗୌରୀମାତା
ଅହଂକାରର ପରିଭାଷା ଅହଂକାରର ପରିଭାଷା
ବଦଳି ଯାଇଛେ ଆମେ, ବଢି ଯାଇ ଅଛି ସରବ ଅପରାଧ କଥା ଅପରାଧି ପାଏ ପାରିଜାତ ମାଳ, ସାଧୁ ପାଏ ଏଠି ପାଦ ବଦଳି ଯାଇଛେ ଆମେ, ବଢି ଯାଇ ଅଛି ସରବ ଅପରାଧ କଥା ଅପରାଧି ପାଏ ପାରିଜାତ ମାଳ, ସାଧୁ ପା...
ସତରେ ଦୋଷ କଣ ପୀଡିତାର, କାହିଁକି ସେ ହବ ହତାଦର, ପ୍ରତିପତ୍ତି ଅଛି କାମାତୁର ପୁରୁଷର, ସେଥିପାଇଁ ସତରେ ଦୋଷ କଣ ପୀଡିତାର, କାହିଁକି ସେ ହବ ହତାଦର, ପ୍ରତିପତ୍ତି ଅଛି କାମାତୁର ପୁରୁଷର,...
ଅନ୍ନଦାତା ବେକରେ ଫାଶୀ ଲଗେଇ, ଆତ୍ମହତ୍ୟା କରୁଛି ଆକାଶ ଚୁମ୍ବି ଅଟ୍ଟାଳିକା ମଦ ଓ କଳା ଅନ୍ନଦାତା ବେକରେ ଫାଶୀ ଲଗେଇ, ଆତ୍ମହତ୍ୟା କରୁଛି ଆକାଶ ଚୁମ୍ବି ଅଟ୍ଟାଳିକା ମଦ ଓ କଳା
ଅପରାଧ ଦୁନିଆ ଲାଗି ଆଣନ୍ତି ଆଶା ଓ ଆଲୋକର ବାର୍ତ୍ତା ଡାଏରୀ ପୃଷ୍ଠା ସଜାଇବାକୁ !! ସ୍ନେହ, ପ୍ର ଅପରାଧ ଦୁନିଆ ଲାଗି ଆଣନ୍ତି ଆଶା ଓ ଆଲୋକର ବାର୍ତ୍ତା ଡାଏରୀ ପୃଷ୍ଠା ସଜାଇବାକୁ !! ...
ବିରାଡ଼ି ବୈଷ୍ଣବ ବିରାଡ଼ି ବୈଷ୍ଣବ
ସତ୍ୟର ସାମନା କରିବା ପାଇଁ ସାମର୍ଥ୍ୟ ଓ ସାହସ ଆମ ପାଖରେ ସତରେ କଣ ଅଛି ? ସତ୍ୟର ସାମନା କରିବା ପାଇଁ ସାମର୍ଥ୍ୟ ଓ ସାହସ ଆମ ପାଖରେ ସତରେ କଣ ଅଛି ?
ବିରହ ନିଆଁରେ କେତେଯେ ଜଳିବି ଦୁଃଖରେ ଯାଉଛି ଭାସି, ବିରହ ନିଆଁରେ କେତେଯେ ଜଳିବି ଦୁଃଖରେ ଯାଉଛି ଭାସି,
ହୃଦୟ ଭିତରେ ମଧ୍ୟ ଆଉ ଏକ ନକାରାତ୍ମକ ମସ୍ତିଷ୍କ ଜନ୍ମ ନେଇଥିଲା ।। ହୃଦୟ ଭିତରେ ମଧ୍ୟ ଆଉ ଏକ ନକାରାତ୍ମକ ମସ୍ତିଷ୍କ ଜନ୍ମ ନେଇଥିଲା ।।
ଲାଜ ନାହିଁ ଆମ ମୁହଁକୁ ଲାଜ ନାହିଁ ଆମ ମୁହଁକୁ
କୋଣଅନୁୁୁୁୁକୋଣରେ ଶୁଭୁଛି ଖାଲି ହାହାକାର ଆଉ ହାହାକାର। ଆବାଳବୃୃୃଦ୍ଧବନିତା ସମସ୍ତେ, ଆଜି ସାଜିିି କୋଣଅନୁୁୁୁୁକୋଣରେ ଶୁଭୁଛି ଖାଲି ହାହାକାର ଆଉ ହାହାକାର। ଆବାଳବୃୃୃଦ୍ଧବନିତା ସମସ୍ତେ, ...
ଟାଳିଲୁ ... ଆକସ୍ମିକ ବିଦ୍ୟୁତ୍ ଘାତଟିକୁ ସତର୍କରେ କାଢି ହୁକ ତାର ପହଞ୍ଚିଲୁ ଆସାମୀର ଘରେ , ବିଧବା ବୁଢ଼ୀ ... ଟାଳିଲୁ ... ଆକସ୍ମିକ ବିଦ୍ୟୁତ୍ ଘାତଟିକୁ ସତର୍କରେ କାଢି ହୁକ ତାର ପହଞ୍ଚିଲୁ ଆସାମୀର ଘ...
ଆଉ କେବେ ଏ ଧରାକୁ, ନଆସିବାର ଶପଥ ନେଇ। ଆଉ କେବେ ଏ ଧରାକୁ, ନଆସିବାର ଶପଥ ନେଇ।
*ଶବ ଟିଏ କିଛି କହୁଛି....* *ଶବ ଟିଏ କିଛି କହୁଛି....*
ପଶ୍ଚିମାକାଶେ ପୁଣି ସୂର୍ଯ୍ୟ ହେଲେ ଅସ୍ତାଚଳଗାମୀ ଏଇ ବିଷାକ୍ତ ଜୀବଙ୍କ ଉପଦ୍ରବେ କମ୍ପଇ ମେଦିନୀ ll ପଶ୍ଚିମାକାଶେ ପୁଣି ସୂର୍ଯ୍ୟ ହେଲେ ଅସ୍ତାଚଳଗାମୀ ଏଇ ବିଷାକ୍ତ ଜୀବଙ୍କ ଉପଦ୍ରବେ କମ୍ପଇ ମେଦିନ...
ସେ ବି ତ କାହାରି ଭଉଣୀ ଥିଲା ସାଙ୍ଗ ସହ ମିଶି ଧର୍ଷଣ କରି ଛାଡି ଦେଲ ତାକୁ ଛଟପଟ ହୋଇ ମରିବାକୁ ସେ ବି ତ କାହାରି ଭଉଣୀ ଥିଲା ସାଙ୍ଗ ସହ ମିଶି ଧର୍ଷଣ କରି ଛାଡି ଦେଲ ତାକୁ ଛଟପଟ ହୋଇ ମରିବ...
ଦିନରେ ରାତିରେ ଚୋରି ଡକାୟତି ମୋ ଦେଶ ଭାଇ କରୁଛି ଦିନରେ ରାତିରେ ଚୋରି ଡକାୟତି ମୋ ଦେଶ ଭାଇ କରୁଛି
ପଶା ଖେଳି ବାଜି ଜିତିବା ନିଶାରେ ରାଜ୍ୟଧନ ସମ୍ପତ୍ତି ହରାଇବା ପରେ ଶେଷ ବାଜିରେ କଣ ଥାଏ ସଦା ଅର୍ଦ୍ଧାଙ୍ଗିନୀ ... ପଶା ଖେଳି ବାଜି ଜିତିବା ନିଶାରେ ରାଜ୍ୟଧନ ସମ୍ପତ୍ତି ହରାଇବା ପରେ ଶେଷ ବାଜିରେ କଣ ଥାଏ ...
ଅନ୍ଧକାର ରାତିରେ ମୁଁ ଥିଲି ଏକୁଟିଆ ରିକ୍ସା କି ଟାକ୍ସି ମିଳିବାର ସୁବିଧା ନଥିଲା ଭାବିଲି ଏଇ ପାଖରେ ଅନ୍ଧକାର ରାତିରେ ମୁଁ ଥିଲି ଏକୁଟିଆ ରିକ୍ସା କି ଟାକ୍ସି ମିଳିବାର ସୁବିଧା ନଥିଲା ଭାବିଲ...
କେଉଁଠି ଅଟକିଯାଏ କୃଷ୍ଣଚୂଡା ର ଅର୍ଦ୍ଧ ମୁକୁଳିତ ମୁକୁଳ କେଉଁଠି ହାଇ ମାରେ କାହା ପ୍ରତାରଣାର କଳାଛାଇ , ... କେଉଁଠି ଅଟକିଯାଏ କୃଷ୍ଣଚୂଡା ର ଅର୍ଦ୍ଧ ମୁକୁଳିତ ମୁକୁଳ କେଉଁଠି ହାଇ ମାରେ କାହା ପ୍ରତା...