Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Action Crime Fantasy

3  

Chittaranjan Nanda

Action Crime Fantasy

ଅଶାନ୍ତ ଜଗତ କିପରି ହେବ ଶାନ୍ତ

ଅଶାନ୍ତ ଜଗତ କିପରି ହେବ ଶାନ୍ତ

1 min
213



ବିଭିନ୍ନ ଦେଶ ଦେଶ ଓ ରାଜ୍ୟ 

ରାଜ୍ୟ ମଧ୍ଯରେ

ଘମାଘୋଟ ଯୁଦ୍ଧର ଭୟାବହତା 

ଲାଗି ରହିଛିରେ ।


ଦେଖ ୟୁକ୍ରେନ ରୁଷଆ ମଧ୍ୟରେ 

ହୁଏ ରକ୍ତପାତ,

ଫଳରେ ବହୁ ନର ନାରୀ ହୁଅନ୍ତି 

ପରା ହତାହତ ।


ଖାଦ୍ୟ ଅଭାବର କେତେ କେତେ 

ମଣିଷ ମରନ୍ତି 

ବାଧ୍ୟରେ ନିଜର ମାତୃଭୂମିକୁ ଛାଡ଼ି 

ପଳାଇ ଯାଉଛନ୍ତି ।


କୋମଳମତି ଶିଶୁ ମାନେ ସେଠି 

ଅନାଥ ହୁଅନ୍ତି

ମରଣଠୁଁ ବଳି ନାନାଦି ରୋଗର 

ସଂକଟ ଭୋଗନ୍ତି ।


ମନେ ହେଜ ମଣିଷ ଆଖିରୁ ଝରଇ 

ଲୁହର ଧାର

କିପରି ଚାରି ଆଡେ ଦିଶୁ ଅଛି ଖାଲି 

ଘନ ଅନ୍ଧାର ।


ନାହିଁ ମଣିଷ ମଣିଷ ସମ୍ପର୍କରେ ସେ 

ନିବିଡ଼ ବନ୍ଧନ

ଆତୁର କାତର ହେଉଛି ଖାଲି 

ମଣିଷର ପ୍ରାଣ ।


କ୍ଷମତାଲୋଭୀ ଯେତେ ଗାଦି 

କରନ୍ତି କରାୟତ 

ନିଜ ସ୍ୱାର୍ଥ ପାଇଁ ଦେଶରେ 

ନିଆଁ ଜଳାନ୍ତି ବହୁତ ।


ତେଣୁ ଅଶାନ୍ତ ହୋଇଛି 

ଏ ସାରା ଜଗତ

ସମସ୍ତଂକ ପ୍ରଶ୍ନ ଆସେ 

କିପରି ହେବ ଶାନ୍ତ ।


Rate this content
Log in

Similar oriya poem from Action