STORYMIRROR

Asish Behera

Romance Tragedy Inspirational

3  

Asish Behera

Romance Tragedy Inspirational

କ୍ୟାଲେଣ୍ଡର

କ୍ୟାଲେଣ୍ଡର

1 min
157

ଦିନ ସହ ମାସ ତାସହ ବରସ

ଗଡି ଚାଲେ ସେ ଆଗକୁ

କ୍ୟାଲେଣ୍ଡର ବଦଳେ ନୂତନ ଆସେ

ସାଉଟେ ସ୍ମୁତି ସବୁକୁ ।


ସମୟ ବଦଳେ ବଦଳେ ଜୀବନ

ପୃଷ୍ଠା ବି ବଦଳେ ଯହିଁ

ହେଲେ ସ୍ମୁତି ସାଉଁଟି ବଢି ଆଗକୁ 

ସ୍ମୁତି କୁ ରଖେ ସେ ତହିଁ ।




Rate this content
Log in

Similar oriya poem from Romance