Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Asish Behera

Classics Inspirational Others

3  

Asish Behera

Classics Inspirational Others

ଉତ୍କଳ ସନ୍ତାନ

ଉତ୍କଳ ସନ୍ତାନ

1 min
136



ଉଠ ଉଠ ଆରେ ଉତ୍କଳ ସନ୍ତାନ

ଲଢ଼ିବାକୁ ଯିବା ଚାଲ

ନାହିଁ ସେ ଗୁଳି,ନାହିଁ ସେ ବନ୍ଧୁକ

ନିଜ ସ‌ହ ନିଜେ ଲଢ ।


ଆଜି ଅଛୁ ତୁହିଁ କାଲି ଚାଲିଯିବୁ

ରହିଥ‌ିବ କୀର୍ତି ତୋର 

ସ୍ବାର୍ଥ କୁ ଭୁଲି କର୍ମ ତୁ କର 

ନିଶ୍ଚେ ପାଇବୁ ସମ୍ମାନ ।


ନିଜ ମାତୃଭାଷା ନିଜେ ପଢ଼ିବାକୁ 

କାହିଁ କରୁଛୁ ହୀନମାନ 

ପରର ଭାଷା କୁ ନିଜର କରିଛୁ

ନାହିଁ କିରେ ତୋଠି ଲାଜ ।


ପୁଣି ତୁ କହୁଛୁ ଓଡ଼ିଆ କୁ ଛି,ଛି 

କଣ ଜାଣିଛୁ କୀର୍ତି ତାର 

କେତେ କେତେ ବୀର ଉତ୍କଳେ ଜନମି

ଲେଖୁଛନ୍ତି ତାର ଗାନ..II


Rate this content
Log in

Similar oriya poem from Classics