Asish Behera
Children Stories Inspirational
ପ୍ରେମ ବୋଧେ କରେ ଆହେ ଅନ୍ଧକାର
ଆଲୁଅ ବଇରୀ ମୋର
କାଳେ ଦେଖିଦେବେ କିଏ ଅଶ୍ରୁଜଳ
ସେଥିପାଇଁ ଲାଗେ ଡର
ଡର ଓ ମରର ଭିତର ସଂଗ୍ରାମ
ଅଟେ ବୋଧେ ସେ ଜୀବନ
କେବେ ସେ ହସାଏ କେବେ ସେ କନ୍ଦାଏ
ସ୍ଥିର ରହେନି ଯେ ମନ
ଉତ୍କଳ ସନ୍ତାନ
ଦୀପାବଳୀ
ମାୟା ସଂସାର
ରକ୍ତ ସ୍ନାନ
ପ୍ରିୟେ
ଅଶ୍ରୁଜଳ
କ୍ୟାଲେଣ୍ଡର
ଅଭିନୟ
ସିଦ୍ଧିଦାତ୍ରୀ
ଗୌରୀମାତା