Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PUSPALATA SAHOO

Romance

3  

PUSPALATA SAHOO

Romance

ପ୍ରେମ ନୁହେଁ ପାପ

ପ୍ରେମ ନୁହେଁ ପାପ

1 min
158


ପ୍ରେମ ଦୁଇଟି ନିଷ୍ପାପ ମନ 

ଅଜଣା ଶରୀର ଓ 

ସରଳ ହୃଦୟର ମିଳନ !

ପ୍ରେମ ଏକ ଉଡ଼ା ପକ୍ଷୀ 

ଗୋଟିଏ ମନକୁ ଆନ ସାଥେ 

ଯୋଡି ଉଡି ଯାଏ ବନ 

ରାଇଜର ଅଜଣା ସ୍ଥାନ !

ପ୍ରେମ ଏକ ସ୍ୱପ୍ନ ଘର 

ସ୍ୱପ୍ନ ରାଇଜରେ ଘୋଡା 

ଚଢି ବୁଲି ଥାଏ 

ସତ କରିବାକୁ ସପନ ତାର !

ପ୍ରେମ ଏକ ଅମାନିଆ ନଈ 

କୁଳୁ କୁଳୁ ହୋଇ 

ବହି ଯାଉ ଥାଏ 

ବନ୍ଧ ବାଡ଼ ମାନେ ନାହିଁ !

ପ୍ରେମରେ ପଡିଲେ ଥରେ 

ଜଣା ପଡେ ନାହିଁ 

ସ୍ଥାନ କାଳ ପାତ୍ର 

ମନଟା ତୁମକୁ ଝୁରେ !

ପ୍ରେମ ନୁହେଁ ପାପ 

ଦୁଇଟି ଆତ୍ମାର 

ଅପୂର୍ଵ ମିଳନ 

ସାହା ତାର ଜଗନ୍ନାଥ ।


Rate this content
Log in

Similar oriya poem from Romance