Hurry up! before its gone. Grab the BESTSELLERS now.
Hurry up! before its gone. Grab the BESTSELLERS now.

kahnu charan sahu

Romance


4.6  

kahnu charan sahu

Romance


ପ୍ରେମର ପ୍ରଥମ ରାତି

ପ୍ରେମର ପ୍ରଥମ ରାତି

1 min 343 1 min 343


ଅକୁହା ଅଭୁଲା ଅଦୃଶ୍ୟ ଅଦ୍ଭୁତ

ଆହ୍ଲାଦକ ସେଇ ରାତି

ଇନ୍ଦ୍ରପସ୍ଥ ଯେହ୍ନେ ଅନୁଭବେ ହୃଦ

ଈପ୍ସିତ କୁଆଁରା ଛାତି ।


ଉତ୍ତାପ ଉଗାଳେ ହୃଦ କୋଠରୀକା

ଉତ୍ତେଜନା ମନେ ଭର୍ତ୍ତି

ଉତ୍ସୁକତା ଭରା ପ୍ରିୟତମା ସହ

ପ୍ରେମର ପ୍ରଥମ ରାତି ।।


Rate this content
Log in

More oriya poem from kahnu charan sahu

Similar oriya poem from Romance