ଅହଁକାର
ଅହଁକାର
ମୁନୁସ୍ ଜନମ୍ ପାଇଛୁଁ ଆମେ
ବିବେକ୍ ବୁଧି ଅଛେ
ଆମେ ପରେ ଭାଇ ସିଆନ୍ ଆଉ
ବାକି ଜନମ୍ ପଛେ ।
ଦୁନିଆଁ ଯାକର୍ ସମକୁ ଆମେ
ସାଉଁଟି କରି ଚଲମା
ହିଁସା ଅହଁକାର କୁପରକୁତି
ପାସୁଁ ଦୁରେଇ ଦେମା ।
ଅହଁକାରି ହେଲେ ଆମେ କେଭେଁ
ନାଇଁ ପାଇପାରୁ ସୁଖ୍
ସଭେ କରୁଥିବେ ଛି ଛାକର୍
ଜୀବନ୍ ସାରା ଦୁଃଖ ।
ଜେତକି ପାରମା ସେତକି କରମା
ସମକର୍ ଉପକାର୍
ତେଥରୁ ଦେଖବ କେତନେ କେତେ
ପାଏମା ଆଦର୍ ଵେଭାର୍ ।