STORYMIRROR

Sudhashree Bhattamisra

Inspirational

4.5  

Sudhashree Bhattamisra

Inspirational

ବାପା

ବାପା

1 min
18

ଆକାଶ ଭଳି ବିଶାଳ 

ଛାତଟିଏ ବାପା 

ପ୍ରଶସ୍ତ ଆଶ୍ରୟ ସ୍ଥଳୀ ବାପା 

ମମତାର ମନ୍ଦିର ବାପା 

ଭଲପାଇବାର ବାହାନା ବାପା 

ପଥପ୍ରଦର୍ଶକ ବାପା 

ତ୍ୟାଗର ପ୍ରତୀକ ବାପା 

ଉତ୍ସର୍ଗୀ କୃତ ଜୀବନ ବାପା 

ଆଦର୍ଶ ର ନମୁନା ବାପା 

ମୋ ପାଇଁ ଠାକୁର ମୋ ବାପା 

ମୁଁ ତାଙ୍କ ଛାତ ତଳେ 

ସୁରକ୍ଷାର କବଚ ବାପା 

ଆବେଗର ସନ୍ତୁଳନ ବାପା 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ବଳି

ବଳି

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

ପାପ

ପାପ

1 min ପଢ଼ନ୍ତୁ

ସମ୍ବଳ

ସମ୍ବଳ

1 min ପଢ଼ନ୍ତୁ

ଜଖମ

ଜଖମ

1 min ପଢ଼ନ୍ତୁ

ରଙ୍ଗ

ରଙ୍ଗ

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

Similar oriya poem from Inspirational