STORYMIRROR

Sudhashree Bhattamisra

Inspirational

4.5  

Sudhashree Bhattamisra

Inspirational

ବାପା

ବାପା

1 min
378


ଆକାଶ ଭଳି ବିଶାଳ 

ଛାତଟିଏ ବାପା 

ପ୍ରଶସ୍ତ ଆଶ୍ରୟ ସ୍ଥଳୀ ବାପା 

ମମତାର ମନ୍ଦିର ବାପା 

ଭଲପାଇବାର ବାହାନା ବାପା 

ପଥପ୍ରଦର୍ଶକ ବାପା 

ତ୍ୟାଗର ପ୍ରତୀକ ବାପା 

ଉତ୍ସର୍ଗୀ କୃତ ଜୀବନ ବାପା 

ଆଦର୍ଶ ର ନମୁନା ବାପା 

ମୋ ପାଇଁ ଠାକୁର ମୋ ବାପା 

ମୁଁ ତାଙ୍କ ଛାତ ତଳେ 

ସୁରକ୍ଷାର କବଚ ବାପା 

ଆବେଗର ସନ୍ତୁଳନ ବାପା 


Rate this content
Log in

Similar oriya poem from Inspirational