ସପନ ଦେଉଳ
ସପନ ଦେଉଳ
ସପନର ଦେଉଳରେ
କିଏ ସେଇ କାଦମ୍ବିନୀ ।
ନିଜକୁ ଅରପିି ଦେଇ
କରିଦେଲା ମତେ ଧନୀ ।
ଜୋଛନା ରାତିିରେ ସତୀ
ହଜିଲା ଅତୀତ ପରି ।
ଗଲା ଦୂରେ,ଵହୁଦୂରେ
ଆଉ ନ ଆସିଲା ଫେରି ।
ସପନର ଦେଉଳରେ
କିଏ ସେଇ କାଦମ୍ବିନୀ ।
ନିଜକୁ ଅରପିି ଦେଇ
କରିଦେଲା ମତେ ଧନୀ ।
ଜୋଛନା ରାତିିରେ ସତୀ
ହଜିଲା ଅତୀତ ପରି ।
ଗଲା ଦୂରେ,ଵହୁଦୂରେ
ଆଉ ନ ଆସିଲା ଫେରି ।