STORYMIRROR

Keshab Chandra Dash

Classics Fantasy Others

3  

Keshab Chandra Dash

Classics Fantasy Others

ନୂଆଁଖାଇ ଜୁହାର

ନୂଆଁଖାଇ ଜୁହାର

1 min
227


ଆମର ପରବ କୋଶଲ ପରବ

      ଆସିଛେରେ ନୂଆଁଖାଇ ।

ଆସ ନାଚି ଡେଗି ଖୁସି ମନାମାଁ 

      ନୂଆଁ ଚାଉଲ ଖାଇ ।


ଆମର ଭାଷା ସମ୍ବଲପୁରୀକେ

      ପରବ ନୂଆଁଖାଇ ।

ସମ୍ବଲପୁରର ମାଟି ମାଁ

       ଆମର ସମଲେଇ ।


ନିଜର ଫସଲର ପହେଲା ଧାନ

     ତାରନୁଁ ଦେମା ଚଢେଇ

ତାର ପାଖେ ଆମେ ଗୁହାରି କରମାଁ

     ରଖବା ଆମକୁ ଘୁଡେଇ ।


ନୂଆଁ ଖାଇକରି ଜୁହାର ଭେଟ

     ହେଉଥିମା ଆମେ ସଭେ 

ବଡବଡିଆ କେ ମୁଡ଼ିଆ ମାରମାଁ

       ଦୁଖ ନାଇଁ ଆସେ କେଭେ ।


ଆମର ଗରବ ସମ୍ବଲପୁରର ମାଟି 

         ଆମର ନୂଆଁଖାଇ ତିହାର 

ଆଜିର ଦିନକେ ସମକୁ ମାନକୁ

       ମୋର କୋଟି କୋଟି ଜୁହାର ।




Rate this content
Log in

Similar oriya poem from Classics