I am interested to reading and writing.
କହି ପାରୁଛ ଯଦି କହ ମଧୁର ଯେ ଭାଷା ନ କହ କେବେ କାହାକୁ କଟୁ ବଚନ, ଜଳାଇ ପାରୁଛ ଯଦି ଜଳାଅ ଏକ ଦୀପ ନ କର ... କହି ପାରୁଛ ଯଦି କହ ମଧୁର ଯେ ଭାଷା ନ କହ କେବେ କାହାକୁ କଟୁ ବଚନ, ଜଳାଇ ପାରୁଛ ଯଦି ଜଳା...
ସମସ୍ତଙ୍କ ମୁଖରେ ଗୋଟିଏ ଯେ କଥା
ଦୁନିଆଁ ଆଜି ଯାଇଛି ବଦଳି,
କଅଣ ଦେଖି ମନୁଷ୍ୟ ଏକଥା କହୁଛି
ନିରନ୍ତର ମନ... ସମସ୍ତଙ୍କ ମୁଖରେ ଗୋଟିଏ ଯେ କଥା
ଦୁନିଆଁ ଆଜି ଯାଇଛି ବଦଳି,
କଅଣ ଦେଖି ମନୁଷ୍ୟ ଏକଥା ...
କାହାକୁ କଷ୍ଟ ଦେଇ ତୁମେ ଜୀବନରେ ହୋଇପାରିବନି କେବେ ସୁଖୀ, କାହାରି ଅନ୍ତରାତ୍ମାରୁ ବାହାରୁଥିବା କୋହ ଅଭିଶାପ ଅଟେ ଯାହ... କାହାକୁ କଷ୍ଟ ଦେଇ ତୁମେ ଜୀବନରେ ହୋଇପାରିବନି କେବେ ସୁଖୀ, କାହାରି ଅନ୍ତରାତ୍ମାରୁ ବାହାରୁଥିବା...
ପାଣି ଯେତେ ସ୍ୱଚ୍ଛ ଓ ନିର୍ମଳ ଯେ ହେବ
ସେହି ପାଣିରେ ରହିବେନି କେବେ ମାଛ,
ବହୁସଂଖ୍ୟାରେ ମାଛ ସେହି ପାଣିରେ ଠୁଳ... ପାଣି ଯେତେ ସ୍ୱଚ୍ଛ ଓ ନିର୍ମଳ ଯେ ହେବ
ସେହି ପାଣିରେ ରହିବେନି କେବେ ମାଛ,
ବହୁସଂଖ୍ୟାରେ...
ଦୁନିଆଁର ଚାଲିଛି ଏ କି ବିଚିତ୍ର ନୀତି
ଯାହାପାଇଁ ଏ ସାରା ଦୁନିଆଁ ପାଗଳ,
ସମସ୍ତେ ଯାଉଛନ୍ତି ସେହି ଏକା ଯେ ରାସ୍... ଦୁନିଆଁର ଚାଲିଛି ଏ କି ବିଚିତ୍ର ନୀତି
ଯାହାପାଇଁ ଏ ସାରା ଦୁନିଆଁ ପାଗଳ,
ସମସ୍ତେ ଯାଉଛନ...
ହସ ହସ ମୁହଁ ଦେଖି ପଚାରିଲେ ବନ୍ଧୁ କେମିତି ମଜାରେ ଅଛ ଭାଇ? ଚେହେରା ତୁମର ଦେଖିଲେ ଲାଗୁଛି ସତରେ! ସୁଖର ପଲଙ୍କରେ ଅଛ ଶ... ହସ ହସ ମୁହଁ ଦେଖି ପଚାରିଲେ ବନ୍ଧୁ କେମିତି ମଜାରେ ଅଛ ଭାଇ? ଚେହେରା ତୁମର ଦେଖିଲେ ଲାଗୁଛି ସତର...
ଯାହାର ଦୟାରୁ ଏହି ମନୁଷ୍ୟ ଜନମ ମିଳିଛି ତାର ଛାଇ ସୁଦ୍ଧା ମିଳେନାହିଁ ଦେଖିବାକୁ ତାହାରି ଦୟାରୁ ସବୁ ମାଗିଲେ ମିଳିଯାଏ... ଯାହାର ଦୟାରୁ ଏହି ମନୁଷ୍ୟ ଜନମ ମିଳିଛି ତାର ଛାଇ ସୁଦ୍ଧା ମିଳେନାହିଁ ଦେଖିବାକୁ ତାହାରି ଦୟାର...
ସେହି ଜୁନ୍ ମାସ ୨୪ ତାରିଖ ୨୦୦୦ ମସିହା ଦାମ୍ପତ୍ୟ ଜୀବନେ ବାନ୍ଧି ହେଲୁ ସେହି ଶୁଭ ଦିନେ,
ଦେଖୁ ଦେଖୁ ଆମ ବିବାହର ... ସେହି ଜୁନ୍ ମାସ ୨୪ ତାରିଖ ୨୦୦୦ ମସିହା ଦାମ୍ପତ୍ୟ ଜୀବନେ ବାନ୍ଧି ହେଲୁ ସେହି ଶୁଭ ଦିନେ,

ସୀତାଙ୍କ ରକ୍ଷାକର୍ତ୍ତା ଅଯୋଧ୍ୟାପତି ଶ୍ରୀରାମ କିନ୍ତୁ ନ ଥିଲେ ପାଖରେ ଯେବେ ହେଲା ସୀତାହରଣ, ଦ୍ରୌପଦୀର ଗୋଟେ ନୁହଁ ଥ... ସୀତାଙ୍କ ରକ୍ଷାକର୍ତ୍ତା ଅଯୋଧ୍ୟାପତି ଶ୍ରୀରାମ କିନ୍ତୁ ନ ଥିଲେ ପାଖରେ ଯେବେ ହେଲା ସୀତାହରଣ, ...
ଦେଖୁ ଦେଖୁ ଅଧା ଜୀବନ ସରିଗଲା କରି ନିଜପାଇଁ ଅର୍ଥ ଉପାର୍ଜନ, ତଥାପି ବି ମାନୁନାହିଁ,ରହୁଛି ଲାଳସା କିପରି ବଢିବ ଧନ? ଦେଖୁ ଦେଖୁ ଅଧା ଜୀବନ ସରିଗଲା କରି ନିଜପାଇଁ ଅର୍ଥ ଉପାର୍ଜନ, ତଥାପି ବି ମାନୁନାହିଁ,ରହୁଛି ଲା...