Keshab Chandra Dash
Literary Brigadier
263
Posts
3
Followers
8
Following

I am interested to reading and writing.

Share with friends
Earned badges
See all

ମାଗିଲେ ମିଳେନାହିଁ,ଜିତିବାକୁ ପଡ଼େ ସିଏ ହେଉଛି ଭରସା, ଭଲ ବ୍ୟବହାର ଅନ୍ୟକୁ ଦେଇ ନ ପାରିଲେ କିପରି ମିଳିବ ତାହା, ଛାଡ଼ ସେହି ଆଶା। କେଶବ @ଚିପିଲିମା

ପରିଶ୍ରମ କଲେ ଧନ ଯେ ବଢ଼ିବ, ଧୈର୍ଯ୍ୟ ଧରି ଚଳିଲେ ହେବ କାମ । ମାନ ରଖିଲେ ହେବ ଯେ ସୁନାମ, ମିଠା ବଚନେ ବଢ଼ିବ ସମ୍ମାନ। କେଶବ @ ଚିପିଲିମା

ନୂଆଁ ଅଭିନୟର ପସରାକୁ ନେଇ ଆସିଛି ୨୦୨୪ ଇଂରାଜୀ ନୂତନ ବରଷ, ପ୍ରଭୁ ପାଦତଳେ ଏତିକି ପ୍ରାର୍ଥନା, ସୁଖେ ଦିନ ଯାଉ ବର୍ଷ ମାସ କେଶବ @ଚିପିଲିମା

ନିଜର ପରାକ୍ରମ ଉଚ୍ଚ ଶବ୍ଦରେ ନୁହେଁ, ନିଜ ବିଚାରରେ ରଖ,ତେବେ ଯାଇ ମିଳିବ ଫଳ, କାରଣ ବନ୍ୟାରେ ନୁହେଁ, ବର୍ଷାହେଲେ ଯାଇ ହେବଟି ଫସଲ। କେଶବ @ଚିପିଲିମା

ଜନମ ହେଲେ ମରଣ, ପୁଣି ମରଣ ହେଲେ ଜନମ, ଶୋଚନା ନ କରି ନିଜ କର୍ମ କରିଚାଲ ଗୀତାର ହେଉଛି ଏ ସାରମର୍ମ। କେଶବ @ଚିପିଲିମା

କୁତ୍ସାରଚନା କରେ ଯେଉଁ ବ୍ୟକ୍ତି ସବୁବେଳେ ପଛେ ଥାଇ, ଏପରି ବ୍ୟକ୍ତିକୁ ଯେବେ ଧ୍ୟାନଟି ନ ଦେବ, ଜୀବନ ସଂଗ୍ରାମେ ତେବେ ଯାଇ ହେବ ଯେ ବିଶ୍ୱବିଜୟୀ। କେଶବ @ଚିପିଲିମା

ଆଲୋକର ତିହାର ଦିଆଲି ଆଜି,ଜୀବନର ଖୁସିର ପରବ ହେଉ, ମାଁ ଲକ୍ଷ୍ମୀର ଆଶୀର୍ବାଦନୁ ସବୁ ଦୁଃଖ ଘୁଂଚିଯାଉ, ଜୀବନଟା ଆମର ଦୀପ ବାଗିର ଚମକୁଥାଉ। ଦିଆଲିର ଗୁର୍ଦୁଗୁର୍ଦୁ ଶୁଭେଚ୍ଛା କେଶବ @ଚିପିଲିମା

ସବୁ ଘରେ ଉଜାଲା ହେଉ, ଦୀପଟେ ଦେମା ଜାଳି, ନାଇଁ ରହୁ କେନସି ଘରେ ଅମାବାସର ଦୁଃଖର କାଳି, ଆସ ଆମେ ସଭେ ଖୁସି ମନାମା , ଆଏଜ୍ ପରେ ଦିଆଲି। କେଶବ @ଚିପିଲିମା

କିଟି କିଟି ଅନ୍ଧାର ଯେତେ ଆସିଲେବି ଆଲୋକର ପାଖେ ହାର ମାନିଯିବ,ଜୀବନର ସବୁ ନିରାଶାର ଘନ ଅନ୍ଧକାର , ଆଶାର କିରଣ ଦୁରେଇ ଦେବ,ଆଲୋକ ପର୍ବ "ଦୀପାବଳି" ସଦା ଏହି ବାର୍ତ୍ତା ଦେଉଥିବ। ଶୁଭ ଦୀପାବଳି କେଶବ @ଚିପିଲିମା


Feed

Library

Write

Notification
Profile