ପ୍ରେମ
ପ୍ରେମ
ଜଳିବାର ଯେଉଁ ମିଠା ଛୁଆଁ ତାର
ସେ ଜାଣେ ଜଳିଛି ଯିଏ
ଜଳିଦେଖ ଥରେ ବିଜନେ ଗୋପନେ
କେତେ! ଶିହରଣ ଥାଏ ?
ଜଳିବା ଯନ୍ତ୍ରଣା ଜାଣେ ଏକା ସେହି
ଯେ ଜଳିଛି ପ୍ରେମ ପାଇଁ
ଆଉ ଜାଣେ ସେହି ଛୋଟ ପତଙ୍ଗଟେ
ଯେ ଜଳୁଛି 'ଶିଖା'ପାଇଁ ।।
ତପନ ଦୀକ୍ଷିତ (ବେଳାଭୂମି)
ନାଶିକେଶ୍ୱର, କାକଟପୁର, ପୁରୀ
ଜଳିବାର ଯେଉଁ ମିଠା ଛୁଆଁ ତାର
ସେ ଜାଣେ ଜଳିଛି ଯିଏ
ଜଳିଦେଖ ଥରେ ବିଜନେ ଗୋପନେ
କେତେ! ଶିହରଣ ଥାଏ ?
ଜଳିବା ଯନ୍ତ୍ରଣା ଜାଣେ ଏକା ସେହି
ଯେ ଜଳିଛି ପ୍ରେମ ପାଇଁ
ଆଉ ଜାଣେ ସେହି ଛୋଟ ପତଙ୍ଗଟେ
ଯେ ଜଳୁଛି 'ଶିଖା'ପାଇଁ ।।
ତପନ ଦୀକ୍ଷିତ (ବେଳାଭୂମି)
ନାଶିକେଶ୍ୱର, କାକଟପୁର, ପୁରୀ