ମନତିରେ
ମନତିରେ
ସୁନ୍ଦର ଶରୀରେ ସୁନ୍ଦର ମନ
ଜାଣେନା ସେ ହିଂସା , ଜାଣେ ସେ ପ୍ରେମ
କମନୀୟ ଜୀବେ ନମନୀୟ ପ୍ରାଣ
ସେ ହୁଏ ପୁଣି କା ଦୁଃଖ ର କାରଣ
କାହିଁକି ଈଶ୍ୱର ଜନ୍ମ ଦେଲେ ତତେ
ଦୁଃଖର କାରଣ ଅଟୁ ତୁହି ସତେ
ଆବଶ୍ୟକ ହୁଏ ତୋର ବିଭାଜନ
ତୁ ନୁହେଁ ଏକ ସ୍ଥାନ ସମାନ
ଦୁଃଖ ହେଉ କିବା ସୁଖ ବି ତୁତ
ସୁଭାଷ ସଂଳାପେ ଆବଶ୍ୟକ ତ
ବଞ୍ଚିବାର ପଥେ ମୋ ମନତିରେ
ତୁ ଦଶରଥ ଶ୍ରବଣ କୁମାରେ
ତୋ ତୀର କଷ୍ଟେ ବଞ୍ଚିବାର ମଜା
ରାମଚନ୍ଦ୍ର ଲଭେ ଅଯୋଧ୍ୟା ସଜା
ଭୋଡ଼କା(vodka) ର ସ୍ଵାଦେ ମନ ପ୍ରହ୍ଲାଦେ
ତୋ ପ୍ରେମ ନିଶା ଆରାଠା ଆହ୍ଲାଦେ ।

