STORYMIRROR

Brundabana Pradhan

Romance

4  

Brundabana Pradhan

Romance

ସପନେ ନୁଆଁଖାଇ

ସପନେ ନୁଆଁଖାଇ

2 mins
265


ଭୂବନେଶ୍ବରୁ ବରଗଡ଼ ଆସିଲା ଭିତରେ ଟ୍ରେନ୍ ନୁ ଲୋକ ଖଚାଖଚ୍ କେନତା କିସମେ ଭରିଛେ ତାର୍ ହିସାବ ନାଇନଁ ସଭେ ନିଜର ନିଜର ଘର ଜିବାରକେ ତତାପନା।କେତେ କଲେଜ ପଢୁଆ ପିଲା ଟୁକେଲ ବସ ଭିତରେ ତାଙ୍କର ଲଗେଜ ଗୁଡାକ ରଖିବାର ଲାଗି ଘିଚାଟନା ହେଉଛନ ।ଇ ସମିଆ ଥି ମୋର୍ ଆଏଖଁ ଟା ପଡ଼ି ଗୁଟେ ମାଏଝି ଉପରେ ମୁଇଁ ଦେଖଲା ବେଲୁ ନଁ ଖାଲି ଦେଖୁଛେଁଇ ଆଡେ ମୋର୍ ଶ୍ରୀମତି ସେ ସେ ନୁ ଗାଏଲ ଦେଇ ଚାଲୁଛନ୍ କାଣା ଭକୁଆ ବାଗିର୍ ଦେଖୁଛ ଯେ ଦେଖୁଛନଁ ତମର ଜୀବନେ ମାଏଝି ନାଇଁ ଦେଖିକାଏଁ ନାଇଁ ବୋ ହେନତା ନୁହେଁ ମତେ କେନତା ଯେ ହେତାକୁ ଚିନହାର ଜନାର ବାଗିର ଲାଗୁଛେ।ତମେ ତ ସତକୁ ଚିନହିଥିସ ଯ କଟକ ଆସିଲା ନ ଆମର ନନି ର ଲାଗି ଡ୍ରେସ୍ ସାରେ ଆନିଆସବ ଜଳଦି।ହେତକି ଭିତରେ ସେ ହଲଦିଆ କଲର ଶାଢି ପିନ୍ଧିଥିବା ଭାବୁଥିଲି ମାଏଝି ର କଥା କିଏ ଆଏ କାଏଁଯେ ମନ ଭିତରେ ଏତକି ଗାଁଟି ହେଉଛେ । ଡ୍ରେସ୍ ସାରେ ଘିନି ଆନିକରି ପାଖର ଦୁକାନ୍ ନୁ ଆସଲା ବେଲକେ ଗୁଟେ ତାହା ଦୁକାନେ ସେ ଯାଏଝି ଚାହା ପିଉଥିଲା।ପାସକେ ଗଲି ଆଉ ପଚରାଲି ମେଡମ୍ ଆପଣଙ୍କ ଘର କେନ୍ ଯାଗା।ତମେ ପୁରା ଭୁଲିଯାଉଛ ସେ ଦିନର କଥା ସବୁ ଏକା ସାଙ୍ଗେ ଓଡ଼ିଆ ପିଜି କରୁଥିଲା ପଞ୍ଚାୟତ କଲେଜ୍ ବରଗଡ଼ ନୁ ସୋର୍ ନାଇଁ କରବାର ହଁ ହଁ ଯାନିଲି ତମେ ସେ ରଶ୍ମି ଅ ନାଇଁ ହଁ ହଁ ଦେଖତ ମୁଇଁ କେନତା ଜାନି ନାଇଁ ପାରବାର୍ ଯେ । ରଶ୍ମି ଚାହା ତାକର୍ ଆଡୁ ବରାଦ କଲେ ଚାହା ତାହା ପିଉ ପିଉ ସେ ପଢା ଜୀବନର କଥା ସବୁ କହେ ତେଲ ଗଲେ ମୁଇଁ ଖାଲି ସୁନୁଥିଲି ସକାଲ ପାଇଲେ ଗଣେଶ ପୂଜା ଫେର୍ ନୂଆଁଖାଇ ମୋର୍ ଜନା ନାଇଁ ଥାଇଁ ରଶ୍ମି ର ଜନା ନାଇଁ ଥାଇଁ ରଶ୍ମି କେ ଉଆନ୍ ସାଇଡ୍ ଲଭ କରୁଥିଲି ମୁଇଁ ହେ କଥା କହେଲି ରଶ୍ମି ବି କେଥନୀ ଟେ ହ଼଼ଁସୁଥାଏ ।ପଢଲା ବେଳେ ସେ ମତେ କେତେଥର ମନାକରିଛେ ହେଲେ ମୁଇଁ ନାଇଁ ମାନିଁ ତାର୍ ପଛେ ପଡବାରଥି ।ଏଭେ ରଶ୍ମି ଗୁଟେ ଓଡ଼ିଆ ଅଧ୍ୟାପିକା ହଇଛେ ତାର ବର ବି ବଡଟେ କମ୍ପାନୀ ନୁ ଚାକିରୀ କରୁଛେ।ତାକର୍ ଦୁହି ପରାନି ଆଉ ତାର୍ ପୋ ଖୁବ୍ ଖୁସି ଥିଁ ଅଛନ୍ ।ଗଲାସଲା ଦିନର କଥା ସବୁ ସୋର୍ କରି କରି ଚାହା ସୁର୍ପେ ସୁର୍ପେ ମାରି ମାରି ସମିଆ ଯାଇଥିଲା ନ଼ଁ କେତେବେଳେ ଯେ କେତେ ମୋର ଫୋନ୍ ଆସିଛେ ମୋର୍ ଜନା ନାଇଁ ସକାଳ ପାଇଲେ ନୁଆଁଖାଇ ମୋର୍ ଜନା ନାଇଁ କି ରଶ୍ମି ର ବି ଟ୍ରେନ ପଲେଇ ଯାଇଛେ ସାଙ୍ଗେ ପଲେଇ ଯାଇଛନ ମୋର୍ ଶ୍ରୀମତୀ। ଶ୍ରୀମତୀ କାହିଁ ଗଲେ ଵଲି ଖୁଜଲା ବେଲକେ ମୋର୍ ମୁହେଁ ପାଏନ୍ ସର୍ ସର୍ ଶ୍ରୀମତୀ ରବି ଛାଡିଛନ ନୁଆଖାଇ଼ଁ ପଛେ ପଲେଇ ଆଏଲା ବୁଆଗୋ ଇମୁନୁଷର 10ବଜା ତକ୍ ଝୁମରା ନାଇଁ ଛାଡ଼ିଲା । ଧଏନ୍ ଧଏନ୍ ମୋର୍ କରମ ଇନତା ଅଲାଯୁଗିଆ ଘଏତା ପାଏଲିଁ ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance