STORYMIRROR

Brundabana Pradhan

Tragedy

2  

Brundabana Pradhan

Tragedy

ଟିକିଏ ଭୁଲ

ଟିକିଏ ଭୁଲ

1 min
55

ତାଲା ଖୋଲିବା ପାଇଁ ଖୁବ୍ ଚେଷ୍ଟା କରୁଥାଏ ନିମାଇଁ। ହାତରେ ହାତୁଡି ଟିଏ ଧରି ତାଲା କୁ ଯୋରଦାର ଭାଙ୍ଗିବା ପାଇଁ ପ୍ରୟାସ ଯାରି ରଖିଥାଏ ।ଏପଟେ ନିମାଇଁ ପାଖରେ ସମୟ କମ ଦିନସାରା ପେଟରେ କିଛି ପଡିନାହିଁ। କଣ କରିବ କଣ ନାହିଁ ତାର ଅକଲ ଗୁଡୁମ ହୋଇଯାଉଥାଏ ।ଘର ଭିତରେ ଭାତ ଅଛି ହେଲେ ଭୁଲବଶତଃ ଚାବି ଦେଇଦେଇଥିବାରୁ ସେ ନଖାଇ ପୁଣି କର୍ମ କ୍ଷେତ୍ରକୁ ଯାଇଛି। ଏପଟେ ଅସହ୍ୟ ଗରମ ହେତୁ ସେ ଥକି ପଡୁଛି ସତ ଖୁବ୍ କାମ କରୁଛି ।ହାର୍ ମାନିଛି ଭୋକ ମାଲିକର ତାଡନାରେ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy