STORYMIRROR

Brundabana Pradhan

Tragedy

4  

Brundabana Pradhan

Tragedy

ଅବଶୋଷ

ଅବଶୋଷ

1 min
65

ଜୀବନରେ ମୁଁ ମୋ ପତ୍ନୀର ପ୍ରେମିକ ହୋଇ ପାରିଲି ନାହିଁ ବୋଲି ଅବଶୋଷ ରହିଛି ପରି କାହିଁକି କେଜାଣି ବ୍ୟତିବ୍ୟସ୍ତ ହୋଇପଡେ ।ଖାଲି ଭାବି ବସେ ପତ୍ନୀ ଯଦି ମୋ ପ୍ରେମିକା ହୋଇଥାନ୍ତ। ହୁଏତ ଖୁବ୍ ଭଲ ହୋଇଥାନ୍ତା। କେତେଥର ପାର୍କ ଯାଇଥାନ୍ତା ପୁଣି କେବେ କେବେ ନାମି ହୋଟେଲ ବୁକ୍ କରି ଜୀବନର ଭିନ୍ନ ଏକ ଅନୁଭୂତି କଟାଇଥାନ୍ତି ।ସାଗରର ବେଳାଭୂମିରେ ବସି ହୁଏତ ଭବିଷ୍ୟତର ପଥ ବାଛିଥାନ୍ତି। ଏମିତି ଅନେକ ଆଶାର ଚକ୍ରରେ କେବଳ ଘାରିହେଉଥାଏ ପିଣ୍ଟୁ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy