STORYMIRROR

Akshayakumar Dash

Fantasy

2  

Akshayakumar Dash

Fantasy

ଫୋନ

ଫୋନ

2 mins
3.6K

ପିଙ୍କୁକୁ ତିନି ବର୍ଷ ।ତା ପାଇଁ ଫୋନଟିଏ ଜରୁରୀ ।ମା ତାର କର୍ମଜୀବୀ। ସକାଳ ୭ଟାରୁ ପ୍ରସ୍ତୁତ ହୋଇ ଆଠ ଟାରୁ ଅଫିସ ବାହାରେ। ଅଫିସରୁ ଘରକୁ ଫେରୁଫେରୁ ରାତି ଆଠଟା। କମ୍ପାନୀ ରେ ଚାକିରୀ କରିବା ମାନେ ଦଶ ବାରଘଣ୍ଟା କାମ କରିବାକୁ ପଡେ। ତେଣୁ ଘରେ ନିଜ ଛୁଆ ପିଲାଙ୍କ ସାଥିରେ ରହିବାକୁ ସମୟ ନଥାଏ । ରାତିରେ ଘରକୁ ଆସି ଦିନତମାନ ର ଶ୍ରମପାଇଁ କ୍ଲାନ୍ତ ଲାଗେ ।ବାଧ୍ୟହୋଇ ଘରେ କାମବାଲୀ ଜଣକୁ ରଖିବାକୁ ପଡେ। ପିଙ୍କୁ ଟିକେ ବୁଝିଗଲାଣି। ଅଳ୍ପ ଅଳ୍ପ କଥା କହି ଶିଖିଲାଣି। ପିଙ୍କୁ ଶିଶୁ ମାନଙ୍କ ସ୍କୁଲ ରେ ନାମଲେଖାଇ ପଢିବାକୁ ଯାଏ। ବଢିବା ନାମକୁ ମାତ୍ର। ପ୍ରକୃତରେ କହିବାକୁ ଗଲେ ସମୟ କଟେଇବା କଥା। ସକାଳ ୯ଟାରୁ ଦିନ ଗୋଟାଏ ପଯ୍ୟନ୍ତ ସ୍କୁଲ ରେ ରହେ। ସ୍କୁଲରୁ ଫେରି ଖାଇଦେଇ ମୋବାଇଲ ଧରିବସେ। ମୋବାଇଲ ରୁ କାଟୁନ ଦେଖେତ କେତେବେଳେ ରାଇମ ଶୁଣେ ।ଦେଖୁଦେଖୁ ସୋଇପଡ଼େ। ପଞ୍ଚଟାରୁ ଉଠିକି କାମବାଲୀ ସହରେ ଖେଳିବାକୁ ଯାଏ ।ଦୁଇ ତିନି ଘଣ୍ଟା ଶିଶୁ ଉଧ୍ୟାନ ରେ ଖେଳେ । ମା ତାର ଆସିଗଲେ ସାଙ୍ଗ ହୋଇ ଘରକୁ ଆସନ୍ତି । ପୁଣି ସେଇ ମୋବାଇଲ ଧରି ପିିଙ୍କୁ ବସିିିଯାଏ । ମୋବାାଇଲ ଧରି ଭୋକ ଶୋକ ଭୁଲିଯାଏ। ଏତ ଛୁଆଟା ର କାମ। ତାର ମା ମଧ୍ୟ ମୋବାଇଲ ରେ ଅଧା କାମ ଉଠାଏ । ତାର ମା ଗାଡି ବୁକ କରିବା ପନିପରିବା ଘର ସଉଦା ସାଙ୍ଗ ସାଥି ବଂଧୁ ବାନ୍ଧବ ନିଜ ବାପା ଓ ମାଙ୍କ ସହିତ କଥା ହେବା ଆଦି କରେ ।ଦରକାର ପଡ଼ିଲେ ଅଫିସ କାର୍ଯ୍ୟ ମଧ୍ୟ ମୋବାଇଲରେ ପ୍ରସ୍ତୁତ କରେ।ପିଙ୍କୁ ର ପାପାର ମଧ୍ୟ ମୋବାଇଲ ଦୁଇଟା। ଗୋଟିଏ ଅଫିସର କାମରେ ଲାଗେ ଅନ୍ୟଟି ବ୍ୟକ୍ତିଗତ। ଏହାଛଡା ଲାଣ୍ଡ ଫୋନ ଅଛି । ସେଇଟା ଏକରକମ ପିଙ୍କୁର। ତାର ମା ଅଫିସରୁ ଫୋନ କରେ ଲାଣ୍ଡ ଫୋନ୍ର ରେ। ପିଙ୍କୁ ସ୍କୁଲରୁ ଫେରିଥାଏ। ତାର ମା ଫୋନକଲେ ଲାଣ୍ଡ ଫୋନ ଉଠାଇ ଥାଏ ପିଙ୍କୁ । ମାପୁଅ କଥାବାର୍ତା ହୁଅନ୍ତି। ମାପଚାରେ କଣ ଖାଇଲୁ ? ପିଙ୍କୁ କୁହେ ଭାତ ଡାଲି ତରକାରୀ ଇତ୍ୟାଦି । ଏହି ଦୁଇଟା ବେଳେ ବେଳ ଦେଖି ଆଇ ସୁଦୂର ଓଡିଶାରୁ ଲାଣ୍ଡ ଫୋନକୁ କଲ କରେ। ପିଙ୍କୁ ମମି ର ଫୋନ ଭାବି ଦୌଡିଆସି ଉଠାଇ ଧରେ । କହେ ହଲୋ ,ଆଇ କୁହେ ମୁଁ ଆଇ କହୁଛି।ପିଙ୍କୁ କହେ ହଁ। ଆଇ ବୋଲ। ରୁମର ତବୀୟତ ଠିକ ଅଛି। ଅଜା ଅଜା କେଉଁଠି। ଆଇପଚାରେ, କଣ ଖାଇଲୁ। ପିଙ୍କୁ କହେ ଡାଳ ଭାତ ଅଣ୍ଡା । ମମି ଅଫିସ ପାପା ଅଫିସ ବାବା କେ ସାତ ମେ । ତୁମ କବ ଆଏଗୀ ହା ମେ ମମି କେ ସାତ ଓଡିଶା ଜାଏଂଗାଁ ।କେଇପଦ କଥା ଏକାବେଳେ କହିଦେଇ ଶେଷରେ ଆଛା ମେ ବାଦ ମେ କରୁଙ୍ଗା। ବାଏ କହି ରଖିଦିଏ। ତାର ମା ଆସିଲେ ସବୁକଥା ମନେପକାଇ ଆଈ ଫୋନ କିୟା ବୋଲି କୁହେ ।ତାର ମା ପଚାରେ ଆଇ କୋ କ୍ୟା ବୋଲା ବାଡ଼ମେ କରୁଙ୍ଗା ଆଈ କୋ ବୋଲା ମମି ଅଫିସ ପାପା ଅଫିସ । ଔର କ୍ୟା, ଆଇ ବୋଲା ଓଡିଶା ଆଓ , ମେ ବୋଲା ମାମା କେ ସାତ କଲ ଯଉଁଗଁ। ।  ଜା ୟୋ ଗାଁ ନା?


Rate this content
Log in

Similar oriya story from Fantasy