STORYMIRROR

Biswajita Baral

Romance Inspirational

2  

Biswajita Baral

Romance Inspirational

ଅନ୍ଧାର ରାତିର ସାଥୀ

ଅନ୍ଧାର ରାତିର ସାଥୀ

4 mins
55

ରାତିରେ ଶିବୁ ନନ୍ଦିତାକୁ ଭାବନାରେ ଦର୍ଶନ କରେ । କିନ୍ତୁ ସକାଳ ପାଇଲା ବେଳକୁ ନନ୍ଦିତା ଥାଏ ସତେଜ। ନା ତା ମନରେ ଥାଏ ଅଧରାତିର ଦଂଶନ କ୍ଷତର ପରିମାଣ..

ବାପାରେ...ଏଇ କ'ଣ ହେଲା କିଛି ତ କୁହ ପେଲିଦେଲ ଯେ.. କିଛି କ୍ଷଣ ପରେ ପୁଣି କୋଳେଇନେଲ..ନିଜ ବାହୁ ବନ୍ଧନରେ ଦୃଢ଼ରୁ ଦୃଢ଼ତର ଶିବୁ ଆଉ ନନ୍ଦିତାଙ୍କ ଭିତରେ ଗୋଟେ ଶବ୍ଦ କେବଳ ଘୂର୍ଣ୍ଣାୟମାନ ହେଉଛି କପାଳରୁ ପାଦ ଓଠରୁ ନିତମ୍ବ ନନ୍ଦିତା ଏଇ “ଛାଡନା ବହୁତ କଷ୍ଟ ହେଉଛି” ଉହୁଁ ଅନ୍ଧାର ଭିତରେ ରାତ୍ରିର ପୋଷାକ ବୋଲମାନୁନି....। ଲାଜକୁଳି ଲତାପରି ନିଷିଦ୍ଧ ଅଙ୍ଗପ୍ରତ୍ୟଙ୍ଗ ବୁଜୁଛି...ପରସ୍ପରର ଛୁଆଁରେ...ଶିବୁର ହାତ ଦୁଷ୍ଟାମୀ କରୁଛି ଅନ୍ଧାର ଭିତରେ ନନ୍ଦିତାର ପିଠି ଚାରିପଟେ। ଶିବୁ ମନରେ ଦେହକୁ ନେଇ କି ଭୋକ ନନ୍ଦିତା ଓଠରେ କି ଶୋଷ। ଦୁଷ୍ଟାମୀ ହାତ ଆଉ ଲହ ଲହ ଜିଭ ବୁଝି ସାରିଥିଲା ନନ୍ଦିତାର ଆବେଗମୟ ପ୍ରେମକୁ । ନନ୍ଦିତା କମ୍ପନରେ ଥରୁଛି । ନିଃଶ୍ୱାସ ପ୍ରଶ୍ୱାସର ତୀବ୍ରତା ବଢ଼ୁଛି..କେତେବେଳେ ବନ୍ଧୁର ଘର ହୋଇଯାଇଛି ନିବୁଜ୍। ନିବୁଜ ଘରର ୫ ଫୁଟିଆ ସଉପ ପରେ ଦୁଇଟି ଆତ୍ମା ଶିବୁ ଆଉ ନନ୍ଦିତା। ଦୁଇଟି ଅଭିଜ୍ଞତାର ମନ ଆଉ ଦେହ ଭୋକ ଆଉ ଶୋଷର...ନନ୍ଦିତାର ଉପର ଓଠକୁ ଶିବୁର ତଳ ଓଠ ଶିବୁର ତଳ ଓଠକୁ ନନ୍ଦିତାର ଉପର ଓଠ‌ ଦୁଇ ଜିଭର ମିଳନ ଦୁଇ ଚିବୁକ ଦୁହିଁଙ୍କ ଆଖି ନିବୁଜ ଅନ୍ଧାର ଭିତରେ ମାସ ମାସର ଶୋଷକୁ ସତେଯେପରି ଦୁଇ ତୃଷାର୍ତ୍ତ ଆକଣ୍ଠରେ ପାନ କରି ଚାଲିଛନ୍ତି। ନନ୍ଦିତା ବ୍ୟସ୍ତତାର ସୁଯୋଗ ନେଇ ଯେତେସବୁ ରାତିଅଧିଆ ଦୁଷ୍ଟାମି ଶିବୁର। ନନ୍ଦିତା ତରଳୁଥିଲା ଶିବୁ ଭିଜଉଥିଲା ଗୋଟେ ଶାନ୍ତିର ନିଃଶ୍ୱାସରେ ଦୁହେଁ ଦୁହିଁକୁ ଆଲିଙ୍ଗନ କରୁଥିଲେ । ଆଦିମ ଖେଳ କ୍ରୀଡାରେ ମାତୁଥିଲେ । ଅସ୍ପଷ୍ଟ ସ୍ୱର ଆଉ ଶବ୍ଦରେ ନନ୍ଦିତା ଆଖି ବୁଜୁଥିଲା ଶିବୁର ଲୋମଶ ଛାତିରେ..ପିଠିକୁ ଜାବୁଡ଼ି ଧରି ଉଠି ବସୁଥିଲେ ଦୁହେଁ । ଦୁଇ ଗୋଡ଼କୁ ପ୍ରସାରି ଦେଇଛି ଦକ୍ଷିଣ ଆଉ ଉତ୍ତର ଦିଗକୁ। ଦୁଇ ହାତରେ ଆଉଁସି ଦେଉଛି ଗୋରା ଜଙ୍ଘକୁ। ବାସ୍ ଶିବୁ ଗୋଟେ ପଣେ ଖୁସି ଦେଇ ଚାଲିଛି ନନ୍ଦିତାକୁ। ହାତରେ ମାପି ନେଉଛି ନନ୍ଦିତାର ଓଦାପଣକୁ... ହଠାତ୍ କିଛି ବୁଝିବା ଆଗରୁ ନିଜର ଜିହ୍ୱାକୁ ନନ୍ଦିତାର ନିଷିଦ୍ଧ ଇଲାକାରେ ପ୍ରବେଶ କରାଇ ଶୋଷି ଚାଲୁଛି ଶୀତଦିନର ଅଦିନିଆ ବନ୍ୟାଜଳକୁ...ଟିକେ ପୂର୍ବରୁ ହିଂସ୍ର ହେଉଥିବା ମନ ଦେହଟା ଭୟ ଆଉ ସଂକୋଚରେ ନୀରବି ପଡ଼ିଲା। ଗୋଟେ ଚିତ୍କାରରେ ଶିବୁର ନିଦ ଭାଙ୍ଗିଯାଇଛି । ଏକ ସ୍ୱପ୍ନର ବାସ୍ତବତା ରୂପରେଖ ହେବା ଆଗରୁ ସୁନେଲି ସ୍ୱପ୍ନ କଣ ସତରେ ଏମିତି ଭାଙ୍ଗିଯାଏ କି ...?? ଧେତ୍....ଆରେ ପାଖରେ ବସିଥିବା ନନ୍ଦିତା ଗଲେ କୁଆଡେ ..?? ପୁଅତ ଶୋଇଗଲାଣି...। ବନ୍ଧୁ ଘର....ନୂଆ ଅତିଥି । ଏମିତି ଭାବନା ବୋଧେ ଠିକ୍ ନୁହେଁ । ପାଦ ବଢ଼େଇଲା ପିଣ୍ତାରେ ଛିଡା ହୋଇଥିବ ଫ୍ରିଜ୍ ପାଖକୁ..ଥଣ୍ତାପାଣି ପିଇ ଦେଲେ ଭଙ୍ଗା ସ୍ୱପ୍ନ ସବୁ ଶୀତଳ ହୋଇଯିବ । ଛାଡ୍...ଆଗକୁ ଟଏଲେଟ୍ କାମ ସାରିଦେବା । ଏ କ'ଣ ଅଟକି ଗଲା ଝରକା ପାଖରେ ଝାପସା ଝାପସା ଜହ୍ନ ଆଲୁଅରେ ଦିଶୁଥିଲା ନନ୍ଦିତା ଶୋଇଯାଇଛି ତା ସ୍ୱାମୀର କୋଳରେ ନିଘୋଡ ନିଦରେ । ନନ୍ଦିତାକୁ ଦେଖିଲା ପରେ...ଶିବୁର ଭାବନାର ମୋଡ ବଦଳିଗଲା । କ'ଣ ଏମିତି ଛାଇ ଆଲୁଅର ଖେଳକି ? ଏମିତି ଗୋଟେ ନୁହେଁ ବାରବାର ଏଇ ଅନ୍ଧାର ଭିତରେ ନନ୍ଦିତା ସହିତ ପାପ ସଂପର୍କ ରଖିବାକୁ ଚାହେଁ । ବୟସର ଅପରାହ୍ନରେ ବି ନନ୍ଦିତା ଖୋଜେ ଗୋଟେ ଅନ୍ଧାରିରାତିର ଭଲମନଟିଏ । କ'ଣ ଗୋଟେ ମନ ପାଇଁ ନିଜକୁ ସମର୍ପଣ କରିପାରିବନି...। ସମର୍ପଣ ହେବାର ଇଛା ପୂର୍ବରୁ ସେ ଶିବୁର ହୋଇସାରିଛି। ଶିବୁର ଭଲପାଇବା ତାକୁ ଅହରହ ଭିଜଉଛି । ବହୁ ଦୁଃଖ ଭିତରେ ଶିବୁ ତା ପାଇଁ ସବୁକିଛି...ବାସ୍ ।

ଶିବୁ ଡାକୁଛି...ଶୁଣ ଭାବନାର ଶାସ୍ୱତ ମନ ନେଇ । କିପରି ସେ ଛଟପଟ ତୁମ ପରି.... ସ୍ୱାମୀ କୋଳରେ ଶୋଇଥିବା ନନ୍ଦିତା କଡ଼ ଲେଉଟାଇ ଉଠି ବସିଲା ଖଟ ଉପରେ ଲାଗିଲା ତାକୁ କିଏ ଡାକୁଛି ଯେମିତି,ନିଦ ମଳମଳ ଆଖିରେ ଚାହିଁଲା ଚାରିଆଡ଼କୁ। କାଇଁ କେହି ତ ନାହାଁନ୍ତି..? ସେ ବୋଧେ ଅଜଣା ଇଲାକାରେ ଥିଲା... ଝରକା ଫାଙ୍କ ଦେଇ ଜହ୍ନର ଶୀତଳ ଆଲୋକରେ ଶିହରୀ ଯାଇ ପୁଣି ଶୋଇପଡ଼ିଲା ସ୍ୱାମୀ ର କୋଳରେ... ଶୋଇବାକୁ ଚେଷ୍ଟା କରୁଛି ମାତ୍ର ଶୋଇପାରୁନି ନନ୍ଦିତା । ପୁଣି ଉଠି ଅଗଣାରେ ପଡ଼ିଥିବା ଚାୈକି ଉପରେ ବସି ଆକାଶକୁ ଚାହିଁଛି.. । ସଂଧ୍ୟାବେଳେ ଇଚ୍ଛା ନ ଥାଇ ବି ଗୋଟେ ମନ ଦେହକୁ ସ୍ୱାମୀ ପରି ମଣିଷଟିକୁ ଶାନ୍ତି ଦେଇ ସାରିଛି । ଟିକକ ପୂର୍ବରୁ ସେ ଶଯ୍ୟାସଙ୍ଗିନୀ...ସ୍ୱାମୀଙ୍କ ମିଳନର ନିଃଶ୍ୱାସ ଏବେ ବି ଦେହରେ...ତଥାପି...ସେ କାହିଁକି ଆନମନା....ଶିବୁର ଶ୍ରଦ୍ଧା ଆଉ ଭଲ ପାଇବାକୁ ଅନୁଭବ କରୁଛି...ପଛପଟୁ କାହାର ଦୁଇ ହାତ ନିଜର ବକ୍ଷୋଜ ଦ୍ୱୟ ଉପରେ ହସ୍ତମର୍ଦ୍ଦଳ କରୁଛି । ଆହା କି ଶାନ୍ତି ଶିବୁର ଆତ୍ମୀୟତା ର ସ୍ପର୍ଶ ସେ ଅନୁମାନ କରୁଥିଲା । ଦେହ ମନ ଓ ପ୍ରାଣ ଶିବୁ ସହିତ ମିଳନରେ ଏକାକାର ହୋଉଥିଲା ତା'ର । ଇଚ୍ଛା ଅନିଚ୍ଛାକୁ ପାର କରି ଓଠରେ ସ୍ମିତ ହାସ୍ୟ ରେଖା ଲହଡ଼ି ମାରୁଥିଲା ତା'ର । ନା ପଛକୁ ଚାହିଁପାରୁଛି ନା କିଛି କହିପାରୁଛି କେବଳ ଜହ୍ନକୁ ଚାହିଁରହି ଅନୁଭବ କରୁଛି...ଏ ସ୍ପର୍ଶ କେବଳ ଶିବୁର.. ଠିକ୍ ଏହି ସମୟରେ ନନ୍ଦିତା ସ୍ୱାମୀର ନିଦ ଭାଙ୍ଗିଗଲା। ହଠାତ୍ ଧଡ଼ କିନା କିଛି ଗୋଟେ ପଡ଼ିବାର ଶବ୍ଦ ହେଲା। ନନ୍ଦିତା ସ୍ଵପ୍ନ ଭାଙ୍ଗିଗଲା । ଧେତ୍ ଏ କି ଅବାନ୍ତର ଭାବନା ତା ମନକୁ ଆସୁଛି । ନନ୍ଦିତାର ସ୍ୱାମୀ ହାତ ବୁଲାଇ ଦେଖନ୍ତିତ ନନ୍ଦିତା ତାଙ୍କ ପାଖରେ ନାହିଁ.. ନୂଆ ଜାଗା ପୁଣି ଏତେ ରାତିରେ କୁଆଡ଼େ ଯାଇଛି ନନ୍ଦିତା... ପାଦ ବଢ଼ାନ୍ତି ଆଗକୁ। ଯାହା ଦେଖିଲେ ନିଜ ଆଖିକୁ ବିଶ୍ୱାସ କରିପାରିଲେ ନାହିଁ ତାଙ୍କ ପାଦ ତଳୁ ମାଟି ଖସିଗଲା, ମୁଣ୍ଡ ଉପରେ ଥିବା ଆକାଶ ଟା ଖସିପଡିଲା ତାଙ୍କ ମୁଣ୍ଡ ଉପରେ ଯେପରି... ଏ କ'ଣ ଏତେ ରାତିରେ ଅଜଣା ଜାଗା ନନ୍ଦିତା ଏକା ଏକା ଏକୁଟିଆ ବସି କ'ଣ ଭାବୁଛନ୍ତି । ନିଜକୁ ସତ ଧିକାର କଲେ... ତା'ର ପୁରୁଷ ପଣିଆ ଉପରେ ପ୍ରଶ୍ନବାଚୀ କଲେ... ସତରେ ସେ କ'ଣ ଏତେ ଦୁର୍ବଳ... ସ୍ତ୍ରୀ ର ମନକଥା ବୁଝିପାରୁ ନାହାନ୍ତି...ଧିକ୍ ମୋ ପୁରୁଷ ପଣିଆକୁ ସତ ଧିକ ମୋ ସ୍ୱାମୀପଣକୁ... ସତରେ କ'ଣ ମୁଁ ତାଙ୍କ ହୃଦୟର କଥା ପଢ଼ି ପାରୁନି ?? ତାଙ୍କ ଖୁସି ପାଇଁ ତ ପହିଲି ରଜଟାରେ ଗାଁ କୁ ନ ଯାଇ ବାଙ୍କୀ ବୁଲାଇବାକୁ ଆଣିଲି ସନ୍ଧ୍ୟାରେ ଚର୍ଚ୍ଚିକା ବୁଲିବାକୁ ଯାଇଥିଲୁ । ଆଉ କୋଉଥିରେ କମି ରହିଗଲା ଯେ !! ନନ୍ଦିତାର ସ୍ୱାମୀ ଠିକ୍ ଅନୁମାନ କରିପାରୁଥିଲେ ଯେ ତାଙ୍କ କୋଳ ଛାଡ଼ି ଅନ୍ଧାରରେ ବସି କେଉଁ ଅନ୍ଧାର ରାତିର ସାଥୀର ସ୍ମୃତି ସାଉଁଟୁଛି ନନ୍ଦିତା । 



Rate this content
Log in

Similar oriya story from Romance