Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sitansu Jena

Abstract Classics Inspirational

3  

Sitansu Jena

Abstract Classics Inspirational

ସୁତକୀର୍ତ୍ତି

ସୁତକୀର୍ତ୍ତି

1 min
167



ମିଥିଳା ନଗର ରାଜସ୍ୱୀ ଜନକ

ଜ୍ୟେଷ୍ଠ ପିଅର ମୋହର

ପିଅରଙ୍କ ସାନ ଭାଇ କୁଶକେତୁ

ଅଟନ୍ତି ତାତଃ ଯାହର 

ସେଇ ସୁତକୀର୍ତ୍ତି ସୁଷମା ବିଳାସୀ

ଦିବ୍ୟ ରୂପ କାନ୍ତି ଯାର ମିଥିଳା ନଗର ରାଜସ୍ୱୀ ଜନକ

ଜ୍ୟେଷ୍ଠ ପିଅର ମୋହର ।

ଧନୁ ଭଙ୍ଗ ଅନ୍ତେ ମୋର ନାନୀ ପାଇଁ

ବରିଲେ ଭରତ ଜ୍ୱାଇଁ

ଭାତୃ ଭକ୍ତେ ଯିଏ ଜଗତେ ଜାଣନ୍ତି

ମାଣ୍ଡବି ମୋର ଭଉଣୀ

ଉର୍ମିଳା ମୋହର ବଡ଼ ତାତ ଝିଅ

ସୀତୟା ପାଣି ବରିଲେ ବର 

ମିଥିଳା ନଗର ରାଜସ୍ୱୀ ଜନକ

ଜ୍ୟେଷ୍ଠ ପିଅର ମୋହର.।

ଶତ୍ରୁଘ୍ନ ଙ୍କୁ ବରି ରଘୁକୁଳ ନିତି

ମାନିଛି ଅକ୍ଷରେ ସତ

ତ୍ୟାଗ ସମର୍ପଣ ସତ୍ୟ ମୋ ବଚନ

ଅଯୋଧ୍ୟା ରେ ଉପଗତ

ହେଳେ କରିନାହିଁ ରଘୁକୁଳ ନିତି

ସତୀତ୍ୱ ପଣେ ଆଦର

ମିଥିଳା ନଗର ରାଜସ୍ୱୀ ଜନକ

ଜ୍ୟେଷ୍ଠ ପିଅର ମୋହର।



Rate this content
Log in

Similar oriya poem from Abstract