ଡାକୁଛି ଅଯୋଧ୍ୟାପୁର
ଡାକୁଛି ଅଯୋଧ୍ୟାପୁର
ରାମନାମ ହୁଏ ଜୟକାର
ତ୍ରେତୟା ପରି ଅଯୋଧ୍ୟାପୁର
ନିର୍ମିତ ଦିବ୍ୟ ଭବ୍ୟ ଅତି ପରା ଆରାଧ୍ୟ ପ୍ରଭୁଙ୍କ ମନ୍ଦିର
ହେ ନର !!
ଅନୁଷ୍ଠାନ ପରା ଜନ୍ମସ୍ଥାନ
ଘଟ ଆସୁଛି ନାମ ଗୁଞ୍ଜନ
ଅଲୌକିକ ରାମମୟ ସାରା ଏହୁଅଯୋଧ୍ୟା ଦିବ୍ୟ ଭୁବନ
ହେ ଜନ !!
ହୋମ ଯଜ୍ଞରେ ଅଯୋଧ୍ୟାପୁର
ନୀତି ନିୟମେ ମନ୍ତ୍ର ଉଚ୍ଚାର
ନୂତନ ଏହୁ ବିଗ୍ରହ ପରିଭ୍ରମଣ ଦେଖିବାକୁ ଆତୁର
ହେ ନର !!
ରାମମୟ ହେ ଭାରତବର୍ଷ
ମନ ଭକ୍ତର ଅତି ହରଷ
ବ୍ରହ୍ମାଣ୍ଡେଶୁଭୁଛି ପ୍ରଭୁ ରାମଙ୍କର ଅମୂଲ୍ୟକୀର୍ତ୍ତି ଓ ଯଶ
ବିଶ୍ବାସ !!
ସ୍ବଚ୍ଛ ହେଉଛି ମନ୍ଦିର ସାରା
ଭକ୍ତିର ଧରା ଗାଁ ଓ ସହର
ରାମନାମ ଗୁଞ୍ଜେ ସମ୍ପୁର୍ଣ୍ଣ ଭାରତ ସଂଘର୍ଷ ସଫଳ ପରା
ତୁ ସାରା !!