Amitav Sahu
Abstract Inspirational
ଉଡ଼ିବାର ଇଚ୍ଛା ଅଛି
ଉଡ଼ିଯାଅ ଉପରକୁ
ଉପରରୁ ଖୁବ୍ ଉପରକୁ
କିଣିନିଅ ସାରା ଆକାଶକୁ।
କିନ୍ତୁ ଭୁଲନାହିଁ ମାଟିକୁ
ମାଟିସହ ତୁମ ସମ୍ପର୍କକୁ
ଯେଉଁ ମାଟିରେ ପାଦରଖି
ଉଠିଥିଲ ଉପରକୁ।
କାରଣ, ଦିନେ ପୁଣି ଫେରିବାକୁ ହେବ
ସେଇ ମାଟିର କୋଳକୁ
ମାଟିସହ ମିଶେଇବାକୁ
ମାଟିର ଦେହକୁ !!
ସଙ୍ଗରୋଧର ଜୀବନ
ଝଗଡା
ସନ୍ଦେହ କରିବା ...
ତମେ କ'ଣ ସ୍ଵାଧ...
ପ୍ରତୀକ୍ଷା
ସଭ୍ୟତା
ପ୍ରେମ -୨୪
ପ୍ରେମ - ୨୩
ପ୍ରେମ- ୨୨
ପ୍ରେମ- ୨୧
ଯେତେ ବିଲ ଥାଉ ଗୋହିରୀ ବିଲର ସମକ୍ଷକ କେହି ନାହିଁ ଲକ୍ଷେ ତାର ଥିଲେ ଆକାଶ ମାର୍ଗରେ ଚନ୍ଦ୍ ଯେତେ ବିଲ ଥାଉ ଗୋହିରୀ ବିଲର ସମକ୍ଷକ କେହି ନାହିଁ ଲକ୍ଷେ ତାର ଥିଲେ ଆକାଶ ମାର୍ଗର...
ବରଷା ବଉଦ ସଜ ବରଷା ବଉଦ ସଜ
ଜୀବନରେ କେବେ ବିଶ୍ବାସ ଘାତକ ଦେଶ ସାଥେ କର ନାହିଁ ଏଇ ଦେଶ ଆମ ଗର୍ବ ଓ ଗୌରବ ମାଟି ମାଆ ଜୀବନରେ କେବେ ବିଶ୍ବାସ ଘାତକ ଦେଶ ସାଥେ କର ନାହିଁ ଏଇ ଦେଶ ଆମ ଗର୍ବ ଓ ଗୌରବ ...
କିନ୍ନର ର ଅଭିବ୍ୟକ୍ତି କିନ୍ନର ର ଅଭିବ୍ୟକ୍ତି
ଅଭାଗିନୀ ଅଭାଗିନୀ
କିତ୍ କିତ୍ କିତ୍ କିତ୍
ପାର୍ବଣ ଶେଷରେ ପାର୍ବଣ ଶେଷରେ
ସାଧକ ଭକତ ହେଲେ ଆନନ୍ଦିତ ଲଭି ତାଙ୍କ ଦରଶନ ଅତି ଯତନରେ ସେବାରେ ଲାଗିଲେ ପୁଲକିତ ତନୁ ମନ ସାଧକ ଭକତ ହେଲେ ଆନନ୍ଦିତ ଲଭି ତାଙ୍କ ଦରଶନ ଅତି ଯତନରେ ସେବାରେ ଲାଗିଲେ ପୁଲକିତ ...
ମା ଗୋ ମା ମା ଗୋ ମା
ସଙ୍କଟ ମୋଚନୀ ମହିଶା ମର୍ଦ୍ଧିନି ପାପ ସଂହ।ରିନୀ ତୁଲୋ ଅନିଷ୍ଟ ନଶିନି ଦୁଷ୍ଟ ବିନଶିନି ଆସିଛି ଶରଦ କ ସଙ୍କଟ ମୋଚନୀ ମହିଶା ମର୍ଦ୍ଧିନି ପାପ ସଂହ।ରିନୀ ତୁଲୋ ଅନିଷ୍ଟ ନଶିନି ଦୁଷ୍ଟ ବିନଶିନି ...
ପବିତ୍ର ଭାରତ କୃଷ୍ଣ ରାମ ଭୂମି ଅଟେ ପରା ଏହୁ ସର୍ବୋତ୍ତମ ଭୂମି। ପବିତ୍ର ଭାରତ କୃଷ୍ଣ ରାମ ଭୂମି ଅଟେ ପରା ଏହୁ ସର୍ବୋତ୍ତମ ଭୂମି।
ଶିବଙ୍କ ବାରଣ ନମାନି ପିତାଙ୍କ ଯଜ୍ଞଶାଳାରେ ମିଳିଲେ ଅପମାନ ପାଇ ପିତାଙ୍କ ପାଖରୁ ଶିବଙ୍କ ବାରଣ ନମାନି ପିତାଙ୍କ ଯଜ୍ଞଶାଳାରେ ମିଳିଲେ ଅପମାନ ପାଇ ପିତାଙ୍କ ପାଖରୁ
ନାରୀ ଜପ ତପ ସାଧନାର ମାର୍ଗେ ପାଇଥାଏ ମହାଶକ୍ତି। ଧର୍ଯ୍ୟ ଶକ୍ତି ବଳ ନାରୀ ଜପ ତପ ସାଧନାର ମାର୍ଗେ ପାଇଥାଏ ମହାଶକ୍ତି। ଧର୍ଯ୍ୟ ଶକ୍ତି ବଳ
ତୁମ ଦର୍ଶନ ତୁମ ବିଚାର ସଭିଏଁ କରନ୍ତୁ ତା'ର ଆଦର ତୁମ ଆଦର୍ଶରେ ସଭିଏଁ ହୁଅନ୍ତୁ ଅନୁପ୍ରାଣିତ ... ତୁମ ଦର୍ଶନ ତୁମ ବିଚାର ସଭିଏଁ କରନ୍ତୁ ତା'ର ଆଦର ତୁମ ଆଦର୍ଶରେ ସଭିଏଁ ...
ହଳଦିଆ ରଙ୍ଗେ ଖେଳିବା ହୋଲି ହଳଦିଆ ରଙ୍ଗେ ଖେଳିବା ହୋଲି
ଲୀଳାମୟ କାହ୍ନା ଲୀଳାମୟ କାହ୍ନା
ସତ୍ୟ ବଚନ ସତ୍ୟ ବଚନ
କବି କବି
ଟିକିଏ ଆଲୁଅ ଦେଖିବ ଆଶାରେ କେଵେ ଅନ୍ଧାର ରେ ଜଲିଛ ତମେ ଟିକିଏ ଆଲୁଅ ଦେଖିବ ଆଶାରେ କେଵେ ଅନ୍ଧାର ରେ ଜଲିଛ ତମେ
ଓଡିଶାର ତିରିଶି ଜିଲ୍ଲାକୁ ନେଇ କବିତାଟିଏ ଓଡିଶାର ତିରିଶି ଜିଲ୍ଲାକୁ ନେଇ କବିତାଟିଏ