STORYMIRROR

Amitav Sahu

Abstract

2  

Amitav Sahu

Abstract

ପ୍ରେମ -୨୪

ପ୍ରେମ -୨୪

1 min
228

ପ୍ରେମ ହେବା

ପ୍ରେମ କରିବା

ବଡ଼ କଥା ନୁହଁ

ନିକଟତର ହେବା

ନିଜର କରିପାରିବା

ଖୁବ୍ ବଡ଼ କଥା


କାହାକୁ

ବୁଝେଇ ଦେବା

ବୁଝି ଯିବା ବଡ଼ କଥା ନୁହଁ

ନିଜକୁ ବୁଝିପାରିବା

ଖୋଜିପରିବା ଖୁବ୍ ବଡ଼ କଥା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract