STORYMIRROR

Amitav Sahu

Romance

2  

Amitav Sahu

Romance

ପ୍ରେମ - ୨୩

ପ୍ରେମ - ୨୩

1 min
196

ପ୍ରେମ ଗୋଟେ

ଶୀତଳ ସମୀର

ନୀରବ କଥନ

ଅତୁଟ ବନ୍ଧନ

ଆତ୍ମା ଆଉ ବିଶ୍ଵାସର

ପ୍ରେମ ଗୋଟେ

ବିମୁଗ୍ଧ ଉଚ୍ଚାରଣ

ପବିତ୍ର ମନର

ନିଃସ୍ୱାର୍ଥପର ହୃଦୟର

କିନ୍ତୁ ସବୁ ଫିକା ପଡ଼େ

ଯୋଉ ପ୍ରେମରେ ନଥାଏ

ତ୍ୟାଗର ଦାନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance