STORYMIRROR

Amitav Sahu

Tragedy

3  

Amitav Sahu

Tragedy

ସଭ୍ୟତା

ସଭ୍ୟତା

1 min
314

ଏଠି ସଭ୍ୟତା କହିଲେ

ଗାଢନିଦରେ

ଶୋଇ ଯାଇଥିବା ଗୋଟେ ଜାତି

ଅନାହାର ଅପପୃଷ୍ଟିରେ

ମରିମରି ବଞ୍ଚୁଥିବା ଗୋଟେ ଜୀବନ

ଜଡ ମୂକ ପାଲଟି ଯାଇଥିବା

ଗୋଟେ ଜୀବନ୍ତ ମୂର୍ତ୍ତି !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy