STORYMIRROR

Amitav Sahu

Abstract

3  

Amitav Sahu

Abstract

ତମେ କ'ଣ ସ୍ଵାଧୀନ ?

ତମେ କ'ଣ ସ୍ଵାଧୀନ ?

1 min
595

ସତ କୁହ

ତମେ କ'ଣ ସ୍ଵାଧୀନ


ଯଦି ସ୍ଵାଧୀନ

କେବେ ନିର୍ଭୟରେ

ଫେରିଛ ଘରକୁ ରାତି ଅଧରେ

ନିରୋଳାରେ ବୁଲିଛ ପାର୍କରେ

ଆଶ୍ରାଟିଏ ଲୋଡିନ ଏକାନ୍ତରେ


ତମେ ଯଦିସ୍ଵାଧୀନ

ସ୍ଵାଧୀନ ଏ ମାଟି

ତେବେ କୁହ

କେବେ ଦେଖିନ

ଟୋପା ଟୋପା ରକ୍ତ

ପୁଳା ପୁଳା ମାଂସ

ପୋଡା ପୋଡା ମାଟି

ତମରି ଆଖିରେ


ଯଦି ଦେଖିଛ

ତେବେ କୁହ

ତମେ କ'ଣ ସ୍ଵାଧୀନ

ତମେ କ'ଣ ସ୍ଵାଧୀନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract