STORYMIRROR

Amitav Sahu

Romance

4  

Amitav Sahu

Romance

ପ୍ରେମ- ୨୨

ପ୍ରେମ- ୨୨

1 min
362

ଆଜି ତୁମ ଠାରୁ ମୋ' ଦୂରତା

ଅନେକ ଦୂର

ତଥାପି ଦେବାକୁ ଚାହିଁଲି

ତୁମ ଅଧିକାର ଅତିବାହିତ ଜୀବନର

ପ୍ରେମ ନିହାତି ନିଜର

ହେଲେ ଦେହଟା, ମନଟା

ଭାରି ସ୍ଵାର୍ଥପର ଛଳନାର ଗନ୍ତାଘର

ଏଇ ଦେଖୁନ

ଦେଇ ବି ଦେଇ ପାରିଲିନି

ନେଇ ବି ନେଇ ପାରିଲିନି

ତୁମ ଅଧିକାର

କାରଣ, ମୁଁ ସର୍ବସ୍ଵ ତୁମର !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance