Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଗଣେଶ୍ୱର ବେହେରା

Fantasy

3  

ଗଣେଶ୍ୱର ବେହେରା

Fantasy

ସ୍ଵପ୍ନ

ସ୍ଵପ୍ନ

1 min
122


ସପନ 

ଏକ ବତୁରା ଆଖି ଟିଏ 

ନୀରବେ ଭିଜି ଭିଜି ଦେଖୁଥାଏ 

ପାହାନ୍ତିଆ କାଲି ଟିଏ ।


ସପନ 

 ଏକ ପୀରତି ମାଖା ଭାବ ଟିଏ 

ଆଖି ମୁଦି ମୁଦି ଭାବୁଥାଏ 

ଫଳନ୍ତି ନିଦ ଟିଏ ।


ସପନ 

ଏକ ଖାଲ ଢିପ ରାସ୍ତା ଟିଏ 

ଯୁଝି ଯୁଝି ଆଗକୁ ଖୋଜୁ ଥାଏ 

ମଖମଲି ଉଆସ ଟିଏ ।


ସପନ 

ଏକ ମୃଗତୃଷ୍ଣା ଛାତି ଟିଏ 

ଲଢ଼ି ଲଢ଼ି ଲୋଡୁଥାଏ 

ଭରସା ର କବଚ ଟିଏ ।


ସପନ

ଏକ ମହାର୍ଘ ଅପେକ୍ଷା ଟିଏ 

ସହି ସହି ଚାହୁଁ ଥାଏ 

ସୁନେଲି ମୁହୂର୍ତ୍ତ ଟିଏ ।



Rate this content
Log in

Similar oriya poem from Fantasy