STORYMIRROR

Akshayakumar Dash

Fantasy Inspirational Children

3  

Akshayakumar Dash

Fantasy Inspirational Children

ଏକାକି

ଏକାକି

1 min
201


ଜୀବନର ଚାରିଛକି ରାସ୍ତା ପରେ

ଠିଆ ହୋଇ ବେଳେ ଭାବେ

କେଉଁପଥ ଦେଇଯିବିଚାଲି

ସାମ୍ନାରେ କି ଦକ୍ଷିଣ ବାଟରେ

ଉତ୍ତର ଦିଗକୁ ଯିବା ସାର ହୁଏ

 ଫେରିବାଟା ପଶ୍ଚିମକୁ ଅଛି।

କିଛିବାଟ ଯିବାପରେ ପୁଣି

 ନଦୀ ପାର ନହେବାକୁ

ଦକ୍ଷିଣ ଆଡକୁ ଚାଲେ

କେଜାଣେ ଯାତ୍ରା କେତେ ଦୂର

ମରିଚିକ ସମ ଲକ୍ଷହିଁନ ଅତିକ୍ରମ

ପାହାଡ଼ର ଧର୍ଯ୍ୟଧରିଚାଳିବାଟା ସାର।

ଆଗକୁ ସାଗର ପଛକୁ ଫେରିବା ମନା

ଦକ୍ଷିଣରେ ଜଙ୍ଗମ ବିପଦ

ଉତ୍ତରକୁ ଯିବା ଅନୁତପ୍ତ।

ଜୀବନର ରହସ୍ୟ ଖୋଜିବାକୁ

ନିର୍ଜନ ବେଳାରେ

ସନ୍ଧାନ ପାଇବାରେ ଲୋଡ଼ା 

ନିସଙ୍ଗ ଆକାଶ ପରି

ଉତ୍ତର ର ଧ୍ରୁବତାରା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Fantasy