Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suchitra Parida

Classics Fantasy

3  

Suchitra Parida

Classics Fantasy

ସକାଳ ଧୂପ

ସକାଳ ଧୂପ

1 min
109



ନିସ୍ବ କରିଵାକୁ ଯଦି ତୁମ ଇଛା 

 ତୋ ଦାଣ୍ଡକୁ ଡାକି ନିଏ

ମୋହର ଗୁହାରୀ  ଇଛାଶୁଣି ଵାକୁ

 ତୋର ପାଖକୁ ତୁ ନିଏ ।


ରେ କଳାମାଣିକ ତୋ ମୁଖ ଦର୍ଶନେ

  ମୋର ଦୁଖ ଧୋଇ ନିଏ

ପାପର ବୁଜୁଳା ନୋଇରେ କାଳିଆ

  ମୁକତି ପଥକୁ ଦେଏ ।


ଭିକାରୀ ସଜାଇ ନେ ଵଡ଼ ଦାଣ୍ଡେ

 ମେଳି କରିଭକତ ସଙ୍ଗେ

ତୋର ଗୀତି ଗାଇ ନାଚି ଥେଇ ଥେଇ

  ଆନନ୍ଦେ ମଜାଇନେଏ ।


ଜଗତ କଲ୍ୟାଣ ସଦା ବାଞ୍ଛାନିଧି

  ସଦା ମୁହଁ ମାଗୁଥାଏ

ଧନଜନ ମୋରେ ଆଶା ନ ଜଗାଅ

 ତୋର ପ୍ରେମ ବୁଡ଼ି ଯାଏ ।


Rate this content
Log in

Similar oriya poem from Classics