STORYMIRROR

Suchitra Parida

Classics Fantasy

3  

Suchitra Parida

Classics Fantasy

ଦିଅ ଵାରେ ପ୍ରଭୂ ଦେଖା

ଦିଅ ଵାରେ ପ୍ରଭୂ ଦେଖା

1 min
642


ଜୀବନ ଦୀପକ ଲିଭି ଆସେ

ପ୍ରଭୁ ଦେବ ନିକି ଦେଖା

ଆୟୁଷ ସରିଲା ବଳ ଵି ସରଲା

କେଵେ ଦେଖା ହେଵ ସଖା ।


ଯୈ।ବନ କାଳେ ନସୂମରିଲି ତୋତେ

ସମୟ ଦେଲି ଆଡେଇ

ବାଇଶି ପାଵଛେ ପାଦ ଳ ଥାପିଲି

ସ'ସାର ପ୍ରେମେ ମାତିଲି ।


ଦିନ ରାତି ଖାଲି ମୋ ପଣିୟା ରେ

ମିଛଦୁନିଆରେ ମଜିଲି

ତୋହର ନାମକୁ ଜପିଵା ପାଇଁ କି

 କେଵେ ମନ ବଳାଇଲି ।


ହାତ ଗୋଡ଼ ମୋର ଚଳୁ ନାହିଁ ଆଉ

ମନ ଚାହେଁ ଯିବା ପାଇଁ

ଏଇଠି ରହି ମୁଁ ତୋତୋ ଡାକୁ ଅଛି

ତୋର ଦରଶନ ପାଇଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics