STORYMIRROR

Suchitra Parida

Classics

3  

Suchitra Parida

Classics

ଉଚ୍ଚା ରହୁ ତ୍ରିରଙ୍ଗା

ଉଚ୍ଚା ରହୁ ତ୍ରିରଙ୍ଗା

1 min
199


ଉଡୁଥିବ ଫରଫର ତ୍ରିରଙ୍ଗା ଆମର

 ଆମେ ଏ ଦେଶର ନାଗରିକ 

ଉଡାଇବା ଧ୍ବଜା ସ୍ବାଧୀନ ଆମେରେ 

ଆଜିରେ ଗଣତନ୍ତ୍ର ଦିବସ ।


ଆମରି ନାଆଁରେ ଆମେରେ ନାଉରି  ବ।ହିବା ମଙ୍ଗ ସଳଖ କରି 

ମୁଖରେ ଗାଇବା ଜନଗଣ ମନ ଅଧି ନାୟକ ଜଯହେଭାରତ ଭାଗ୍ୟବିଧାତା 

ଜଯହିନ୍ଦ୍ ଉଚ୍ଚ କଣ୍ଠରେ ଗାଇବା

ଆନନ୍ଦ ଉଲ୍ଲାସ ଭୋଳା ।


ଆମେରେ ସଭିଏ ତାହାରି ସନ୍ତାନ 

ଶପଥ ନେବାରେ ତ୍ରିରଙ୍ଗା ତଳେ

ଆମେରିକାରେ ସମ୍ବିଧାନକୁ ସମ୍ମାନ ଦେବା ସଦା ଏକ ରହିବା ।


ଭାରତମାତାର ଯଶ ଗୌରବକୁ 

ସଦା ଅକ୍ଷୁର୍ଣ୍ଣ ରଖିବା 

ବାଆସ୍ତରୀ ତମ ସାଧାରଣତନ୍ତ୍ର ଦିବସ ଆସରେ ଆନନ୍ଦେ ପାଳିବା ।


ଏକତା ରଜ୍ଜୁରେ ବାନ୍ଧି ହୋଇ ଆମେ ଶାନ୍ତି ମୈତ୍ରୀ ଗୀତ ଗାଇବା 

ବିଶ୍ବରେ ଆମେ ଭାରତମାତାର 

ଶିଖରକୁ ଉଚ୍ଚରେ ରଖିବା ।


ମୁଖରେ ଆମର ବନ୍ଦେ ମାତରମ 

ଉଚ୍ଚ ସ୍ବରେଗାନ କରିବା

ସମରବେ ମିଳିମିଶି ସତ୍ଯ ପଥେ ଚାଲିବାକୁ ଶପଥ ନେବ। 



Rate this content
Log in

Similar oriya poem from Classics