STORYMIRROR

JITENDRA CHANDRA SAHOO

Classics

3  

JITENDRA CHANDRA SAHOO

Classics

ମୋ ମାଆ

ମୋ ମାଆ

1 min
120

ମୋ ମାଆ

ମୋ ଦୁଇ ଓଠ ର ହସ ଟିଏ

ମମତା ନଦୀର ଧାର ସିଏ

ବେଦନା ମରୁର ଦୃମ ଟିଏ

ଅକୁହା କଥାର ଭାଷା ସିଏ ।


ମୋ ମାଆ

ମୋ ପାଦ ତଳର ମାଟି ସିଏ

ନିଶ୍ଵାସ ପ୍ରଶ୍ଵାସ ବାୟୁ ସିଏ

ବୈଶାଖ ତାତିର ଛାତ ସିଏ

ଭରା ଶ୍ରାବଣର ଛତା ଟିଏ ।


ମୋ ମାଆ

ଭୋକିଲା ପେଟର ଦାନା ସିଏ

ମୋ ଶରୀର ରକ୍ତ ବିନ୍ଦୁ ସିଏ

ମୋ ଆଖି ପଲକ ଜ୍ୟୋତି ସିଏ

ମୁଦ୍ରିତ ଚକ୍ଷୁର ନିଦ୍ରା ସିଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics