STORYMIRROR

JITENDRA CHANDRA SAHOO

Classics

3  

JITENDRA CHANDRA SAHOO

Classics

ଅନ୍ତରୀକ୍ଷ

ଅନ୍ତରୀକ୍ଷ

1 min
156

କେବେ ତୁମେ ନିରିମଳ

କେବେ ଶାନ୍ତ ଶୀତଳ

କେବେ ଭୀମ ଭଇରବ

କେବେ ରୂପ ଉଜ୍ଜଳ ।


ବିଚିତ୍ର ବର୍ଣ୍ଣାଳୀ ରୂପ

ଦିଶେ କେଡେ ସୁନ୍ଦର

ଭାବୁକର ଭାବ ଜାଗେ

ଦେଖି ରୂପ ତାହାର ।


ଅନନ୍ତ କୋଟି ବ୍ରହ୍ମାଣ୍ଡ

ତୋର କୋଳେ ବିହାର

ଦିବସ , ନିଶି ମଧ୍ୟରେ

ଖେଳ ଦେଖୁ ସବୁର ।


ବିଶାଳ ହୃଦୟ ତୋର

ଛାର ଏଇ ଜଗତ

କି ବିଚିତ୍ର ସୃଷ୍ଟି ତୁମ

ପାରେନା କେ ବୁଝିତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics