Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Abstract Action Classics

3  

Satyanarayan Sahoo

Abstract Action Classics

ସଂପର୍କ

ସଂପର୍କ

1 min
178



ନିମିଷକ ସ୍ଥାୟୀ ଏହି କ୍ଷଣିକ ସଂସାରେ 

ପ୍ରାଣୀଏ ଆବର୍ଦ୍ଧ ଥାନ୍ତି ସଂପର୍କ ସୂତ୍ରରେ ॥

ସଚରାଚର ଜଗତେ ସଂପର୍କ ହିଁ ସତ୍ଯ

ଆପଣାର ପରି ସ୍ନେହ ଦିଏ ସୁସମ୍ପର୍କ ॥

ମଧୁମୟ କରି ଗଢେ ମାନବ ଜୀବନ

ଆଶା‐ ଆଶ୍ବାସନା ନବ ଜୀବନ‐ସ୍ପନ୍ଦନ ॥

ତାହାକୁ ପାଥେୟ କରି ଜୀବନ ସରଣୀ

ସଂପର୍କ ଆଧାରେ ଥାନ୍ତି ଯେତେ ସବୁ ପ୍ରାଣୀ ॥

ସେହି ହିଁ ସଂଚାରେ ସ୍ନେହ ପ୍ରୀତି ପ୍ରେମ ଧାରା

ମଧୁମୟୀ ତାହା ହେତୁ ହୋଇଥାଏ ଧରା ॥

ଆନନ୍ଦ ଆମୋଦ ପ୍ରାଣ ମାଧୁର୍ଯ୍ଯ ସୁରଭି

ସଂପର୍କ କୁ ଘେନି ପ୍ରାଣୀ ମାନେ ଥାନ୍ତି ଲଭି ॥

ମନେ ଅଭିନବ ଭାବ ବିଭବ ଯୋଗାଇ

ଆପଣାର କରେ ସ୍ନେହ‐ସୁହାସ ବିତରି ॥

ସେହି ସଂପର୍କ ହିଁ ପୁଣି ନାନା ଭାବ ରଚି

ଲୋଭ ଈର୍ଷା ବିଦ୍ବେଷାଦି ବୃତ୍ତି ସରଜିଛି ॥



Rate this content
Log in

Similar oriya poem from Abstract