STORYMIRROR

Kali Kumar

Abstract Romance Tragedy

2  

Kali Kumar

Abstract Romance Tragedy

ସ୍ମିତହାସ୍ୟ

ସ୍ମିତହାସ୍ୟ

1 min
86

ଜଳିଗଲା ପରେ ଜୁଇର ଚିତାରେ 

ରହିଯିବ ଭସ୍ମ ଯାହା ଅବଶେଷ

ତହୁଁ ଖୋଜିନେବ, 

ଶେଷ ସନ୍ତକଟିକକ 

ତୁମ ଆଦ୍ୟ ସେ ସ୍ମିତହାସ୍ୟ

ଆଉ ଛାଡ଼ି ଦେଇ ଯିବ

ଲୋତକର ଦୁଇ ଧାର,

ଲୋତକର ସ୍ପର୍ଶେ, 

ପରିତୃପ୍ତିର ସୀମା ଲଙ୍ଘିଯିବ

ଅତୃପ୍ତ ଆତ୍ମା ମୋର, ଅତୃପ୍ତ ଆତ୍ମା ମୋର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract