STORYMIRROR

Tankadhar Majhi

Thriller Others

3  

Tankadhar Majhi

Thriller Others

ସଜଫୁଟା ଫୁଲ

ସଜଫୁଟା ଫୁଲ

1 min
245


ସଜଫୁଟା ଫୁଲ

ସଜହୋଇ ଫୁଟେ

ମନ୍ଦିର ଯିବାକୁ ପ୍ରଭାତେ

ଅଭିଶପ୍ତ ଭଳି ଅକାଳେ

ତୋଳି ନିଆଯାଏ ଉଳ୍ଳସେ

ଛୁଞ୍ଚି ମୂନରେ ଗୁନ୍ଥି ଦେଇ

ଝୁଲିବାକୁ କାହା ବେଣିରେ ।

 

ସଜଫୁଟା ଫୁଲ 

ମଉଜ ହୋଇ ବାସେ

ଝଡି ଯିବ ବୋଲି ସନ୍ଧ୍ୟାରେ

ଆଶା ଯୋଡ଼ିଦିଏ ଆକୁଳ ହୋଇ 

ସ୍ପର୍ଶ ପାଇ କାହା ପାପୁଲିରେ

କିଏ ଜାଣିଥିଲା ଦଇବର ଖେଳ

ବିଦାୟ ବେଳାରେ ସାଥି ସାଜି

ରହିବାକୁ ହେବ ଶବ ଦେହରେ । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller