STORYMIRROR

Subhalaxmi Nayak

Thriller

3  

Subhalaxmi Nayak

Thriller

ଭୂତ

ଭୂତ

1 min
179

ଅଗନା ଅଗନି ବନସ୍ତ ମଧ୍ୟରେ

ମୁଣ୍ଡିଆ ଭଳି ଏକ ପଥର ଉପରେ

ପ୍ରତିଦିନ ଗୋଟିଏ ବିଲୁଆ ବସି ଶିଖରରେ

ହୁକେ ହୋ ଡ଼ାକେ ଅଧରାତିରେ ।

ତା'ର ଡ଼ାକେ ହୋଇ ଭୟ କାତର

ଶୁଣିବାକୁ ଲାଗେ ସତରେ ଡ଼ର

ଭୟରେ ନିର୍ବାକ୍ ପାଲଟି ଯାଆନ୍ତି

ସେଠାରୁ ଥିବା କିଛି ଗାଁ ଆଖପାଖର।

ରାତି ଅଧରେ ଗୋଟିଏ ବିରାଟ ଛାଇ

ହାତରେ ଧରି ତୀକ୍ଷ୍ଣ ଲଙ୍ଗଳ ଧାଇଁ

ତାହାକୁ ଯେ ଦେଖେ କ୍ଷଣିକେ ଯାଏ ମୂର୍ଚ୍ଛା ହୋଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller