STORYMIRROR

Pramod kumar Biswal

Romance Tragedy

4  

Pramod kumar Biswal

Romance Tragedy

ଶ୍ରାବଣ ର ପ୍ରେମ

ଶ୍ରାବଣ ର ପ୍ରେମ

1 min
67

ଶ୍ରାବଣ ର ପ୍ରେମ

ମନର ବେଦନା ନା ଶ୍ରାବଣ ବୁଝେନା

ବୁଝିକି ଜଣେ ହୁଏ ଅଜଣା,

ବରଷା ଛିଟାରେ ଦେହ ଭିଜି ଯାଏ

ହେଲେ ମନ ରେ ଜଳେ ବେଦନାର ନିଆଁ।

ଶ୍ରାବଣ ଆସିଛି ମେଘ ପାଲିକିରେ

ପ୍ରିୟା ମୋର ଅଛି ତା ଗାଁରେ,

ଝରକା ପାଖରେ ସେ ତା ଦେହ ଭିଜାଏ

ମନେ ପକାଏ ସେ ପ୍ରଥମ ପରଷର ଛୁଆଁ।

ନୀରହ ଆଖିରେ ତମ ବରଷା ବନ୍ୟା

ହୃଦୟ ସାଗରେ ବିରହ ବାତ୍ୟାର ଭୟ,

ହରେଇବା ପାଇଁ ମନ କେବେ ଚାହେଁନା

ସେଥିପାଇଁ ଆଜି ବରଷାରେ ମତେ ଭିଜିବା ମନା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance