STORYMIRROR

Pramod kumar Biswal

Tragedy

3  

Pramod kumar Biswal

Tragedy

ଲୁହ

ଲୁହ

1 min
154

କିଛି କଥା କହି ହୁଏନାହିଁ ଓଠରେ 

ଚୁପ୍ ଚାପ୍ ବୋହିଯାଏ ନିରୋଳାରେ ଆଖିରେ।

ଦେଖାଇ ହୁଏନି କାହାକୁ 

ଦେଖିଲେ ବି କେହିବୁଝି ପାରନ୍ତିନି ମୂଲ ଏହାକୁ।

ହସରେ ବି ଝରେ ଦୁଃଖରେ ବି ଝରେ 

ନିଜଠୁ ନିଜର କଷ୍ଟ ଦେଲେ ବେଶୀ ଝରେ ନିରୋଳାରେ।

କେହି କୁହେ ତାକୁ ମନର କୋହ 

ଆଉ ପୁଣି କିଏ କହେ ଆତ୍ମାର କୋହ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy