My Hobby is writting
ହସରେ ବି ଝରେ ଦୁଃଖରେ ବି ଝରେ ନିଜଠୁ ନିଜର କଷ୍ଟ ଦେଲେ ବେଶୀ ଝରେ ନିରୋଳାରେ। ହସରେ ବି ଝରେ ଦୁଃଖରେ ବି ଝରେ ନିଜଠୁ ନିଜର କଷ୍ଟ ଦେଲେ ବେଶୀ ଝରେ ନିରୋଳାରେ।
ମୁଁ ସିନା ହେଲି ତୋ ପାଇଁ କଳଙ୍କିତ କଳାକାର, ଖୋଜିବୁ ଦିନେ ଯେବେ ପାଇବୁ ବିଶ୍ୱାସରେ ଆଘାତ। ମୁଁ ସିନା ହେଲି ତୋ ପାଇଁ କଳଙ୍କିତ କଳାକାର, ଖୋଜିବୁ ଦିନେ ଯେବେ ପାଇବୁ ବିଶ୍ୱାସରେ ଆଘାତ।
ନୈନା ତମେ ବସନ୍ତରେ କୃଷ୍ଣଚୁଡା କେଶ ଚୁଡାମଣୀ ନୈନା ତମେ ଶ୍ରାବଣେ ଆକାଶେ କଳାଗଭାର ବେଣୀ। ନୈନା ତମେ ବସନ୍ତରେ କୃଷ୍ଣଚୁଡା କେଶ ଚୁଡାମଣୀ ନୈନା ତମେ ଶ୍ରାବଣେ ଆକାଶେ କଳାଗଭାର ବେଣୀ।
ହୃଦୟରେ ତତେ ସଜେଇଥିଲି ମୋ ପ୍ରେମ ରାଇଜର ରାଜଜେମା, ସେଥିପାଇଁ ଛାତିରେ ମୋର ଅହରହ ଜଳେ ବେଦନା ଅଗ୍ନିଶିଖା। ହୃଦୟରେ ତତେ ସଜେଇଥିଲି ମୋ ପ୍ରେମ ରାଇଜର ରାଜଜେମା, ସେଥିପାଇଁ ଛାତିରେ ମୋର ଅହରହ ଜଳେ ବେଦନ...
ପ୍ରେମ ପଥିକ ମୁଁ ହୁଏ ବାଟ ହୁଏ ବାଟବଣା ତମେ ଯେବେ ପ୍ରେମକୁ କର ଦୂର ଠିକଣା ପ୍ରେମ ପଥିକ ମୁଁ ହୁଏ ବାଟ ହୁଏ ବାଟବଣା ତମେ ଯେବେ ପ୍ରେମକୁ କର ଦୂର ଠିକଣା
ଶ୍ରାବଣ ଆସିଛି ମେଘ ପାଲିକିରେ ପ୍ରିୟା ମୋର ଅଛି ତା ଗାଁରେ, ଝରକା ପାଖରେ ସେ ତା ଦେହ ଭିଜାଏ ମନେ ଶ୍ରାବଣ ଆସିଛି ମେଘ ପାଲିକିରେ ପ୍ରିୟା ମୋର ଅଛି ତା ଗାଁରେ, ଝରକା ପାଖରେ ସେ ତା ଦେହ ...
ତୁମକୁ ଦେଖିବାକୁ ବହୁତ ବାହାନାରେ ମୁଁ ଆଜି ଅନ୍ଧ, ହେଲେ ତମେ କେମିତି ବୁଝିବ ବାସ୍ତବ ପ୍ରେମ ଛନ୍ଦ। ତୁମକୁ ଦେଖିବାକୁ ବହୁତ ବାହାନାରେ ମୁଁ ଆଜି ଅନ୍ଧ, ହେଲେ ତମେ କେମିତି ବୁଝିବ ବାସ୍ତବ ପ୍ରେମ ଛ...
ପ୍ରେମ ପରିଭାଷାରେ ବୁଝନ୍ତିନି ସେ ମନର ଆବେଗ, ପ୍ରେମ ପରିଭାଷାରେ ବୁଝନ୍ତିନି ସେ ମନର ଆବେଗ,
ଇଛାହୁଏ ତୋଳିବାକୁ ନଅଁର, ଜହ୍ନକୁ ଦେଖି ହୁଏ ମୁଁ ପାଗଳ, ପ୍ରେମ ରାଇଜରେ ଚଳଚଞ୍ଚଳ, ଇଛାହୁଏ ତୋଳିବାକୁ ନଅଁର, ଜହ୍ନକୁ ଦେଖି ହୁଏ ମୁଁ ପାଗଳ, ପ୍ରେମ ରାଇଜରେ ଚଳଚଞ୍ଚଳ,
ମଗଂଳାକଂ ମୁହଁ ସଞ୍ଜ ହେଲେ ଦୀପଟିଏ ଜାଳିଦେଇ, ତମେ ସତେ ଏକାନ୍ତରେ ସତକୁହ,କଣ ମନାସୁଥାଅ? ମଗଂଳାକଂ ମୁହଁ ସଞ୍ଜ ହେଲେ ଦୀପଟିଏ ଜାଳିଦେଇ, ତମେ ସତେ ଏକାନ୍ତରେ ସତକୁହ,କଣ ମନାସୁଥାଅ?