STORYMIRROR

Pramod kumar Biswal

Romance Tragedy

4  

Pramod kumar Biswal

Romance Tragedy

ମରିଗଲା ସବୁ ଆଶା

ମରିଗଲା ସବୁ ଆଶା

1 min
432

ମରିଗଲା ସବୁ ଆଶା

ଆଖିକୁ ମୋର ଦେଇଦେଲୁ କେମିତିକା ତୁ ଧୋକା,

ନୀରିହପଣକୁ ଦେଖେଇ ମାରିଦେଲୁ ମୋଜୀବନର ସବୁ ଆଶା।

ହୃଦୟରେ ତତେ ସଜେଇଥିଲି ମୋ ପ୍ରେମ ରାଇଜର ରାଜଜେମା,

ସେଥିପାଇଁ ଛାତିରେ ମୋର ଅହରହ ଜଳେ ବେଦନା ଅଗ୍ନି ଶିଖା।

ବିଶ୍ୱାସରେ ମୋର ତତେ ବସେଇଥିଲି ନିଶ୍ୱାସର ତୁ ମୋର ବନ୍ଧା,

ଚୂନା ଚୂନା କଲୁ ସବୁ ମୋ ଆଶାକୁ 

ବଞ୍ଚିବାକୁ ଆଉ ନାହିଁ ଇଚ୍ଛା।

ମରିଗଲେ ଏଠି ଦୁନିଆଁ କହିବ କେହିଜଣେ ଚାଲିଗଲା,

ତୁ ଏକା ଜାଣିବୁ ତୋପାଇଁ ତୋ ପ୍ରେମ ପଥିକ ସବୁଦିନ ଅଜଣା ରାଇଜେ ହଜିଗଲା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance