STORYMIRROR

Pramod kumar Biswal

Tragedy

3  

Pramod kumar Biswal

Tragedy

ଅବିଶ୍ୱାସୀ ପ୍ରେମିକା

ଅବିଶ୍ୱାସୀ ପ୍ରେମିକା

1 min
305


ଛଳନା ପ୍ରେମିକା ତୋ ହୃଦୟ ପଥର,

ଖେଳିଲୁ ମୋ ନୀରିହ ପଣରେ କରି ବାଲି ଘର।

ମିଛି ମିଛିକା ତୋ ପ୍ରେମରେ ହେଲି ଅନ୍ଧ,

ଯେମିତି ଭଅଁର ପାରିଜାତ ପାଇଁ ହୁଏ ପାଗଳ।

ଆଖିରେ ତୋର ମିଛ ଆଉ ଛଳନା ଜଉ ଘର,

ସେଥିପାଇଁ ଦେଲୁ ମତେ ପ୍ରତାରଣା ଉପହାର।

ମୁଁ ସିନା ହେଲି ତୋ ପାଇଁ କଳଙ୍କିତ କଳାକାର,

ଖୋଜିବୁ ଦିନେ ଯେବେ ପାଇବୁ ବିଶ୍ୱାସରେ ଆଘାତ।

ସମୟ ତାଳରେ ଖେଳିଲୁ ମୋ ସାଥେ ଛଳନାର ଖେଳ,

ଦିନ ଆସିବ ସେ ସମୟ ଖେଳିବ ତୋ ସାଥେ ସେମିତିକା ଖେଳ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy