STORYMIRROR

Pramod kumar Biswal

Romance Tragedy

3  

Pramod kumar Biswal

Romance Tragedy

ନୈନା

ନୈନା

1 min
226

ନୈନା ତମେ ଅଜଣା ଗପର ନୂଆ ନାୟିକା

ଅକୁହା କଥାର ତମେ ନୂଆ କବିତା।

ନୈନା ତମେ ଫୁଲର ଦେଶ ରାଜକୁମାରୀ

ବନ ପାହଡର ତମେ ବନ ହରିଣୀ।

ନୈନା ତମେ ସାଗରର ଶାମୁକା ରାଣୀ

ସ୍ବାତି ନକ୍ଷେତ୍ର ଜଳରେ ସାଜ ମୁକୁତା ମାଳୀ।

ନୈନା ତମେ ବସନ୍ତରେ କୃଷ୍ଣଚୁଡା କେଶ ଚୁଡାମଣୀ

ନୈନା ତମେ ଶ୍ରାବଣେ ଆକାଶେ କଳାଗଭାର ବେଣୀ।

ନୈନା ତମେ ମୋ ହୃଦୟର ସ୍ପନ୍ଦନର ପ୍ରତିଧ୍ବନୀ,

ମୋ ଜୀବନର ରଂଗରେ ତମେ ଆଶା ରୋଷଣୀ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance