Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

arun sahoo

Romance

3  

arun sahoo

Romance

ଭଲପାଇବା ଆଶା

ଭଲପାଇବା ଆଶା

1 min
377



ତୁମକୁ ଭଲ ପାଇବା ଆଶାରେ

ଅନେକ ଦୁର ଚାଲିଗଲି

ଖୋଜି ପାଇବା ଆଶାରେ

ହୃଦୟ ଜିଣିବା ସଙ୍କୁଚିତ ହେଲା ।


ଜୀବନ ଅମାବାସ୍ୟାରେ ଜୁଆର ଆସିଲା ମାଡ଼ି

ଅନେକ ଥର ଖାଇଲି ଅପମାନ

ସତରେ ଭାରି କଷ୍ଟ ଅନୁଭବ

ତୁମକୁ ଭଲ ପାଇବା ଆଶାରେ ।


ସାଥିଟିଏ ପରି ପରରିଚିତ ଲାଗ

ହେଲ ନାହିଁ କଥାବାର୍ତ୍ତା

ପାଶୋରି ଦେଲ ମୋତେ ଚାହିଁ

ରହିଗଲା ମୋ ଭଲ ପାଇବା ଆଶା ।


ହୃଦୟ ଜିଣିବା ନିମନ୍ତେ

ଅପେକ୍ଷା କରିଛି ଆସିବ 

ସମୟ ମଧ୍ୟରେ ସଂଘର୍ଷ ଘଟିଛି

ମୋ ଭଲ ପାଇବା ଆଶାରେ ଅଟକି ଯାଇଛି ।


Rate this content
Log in

Similar oriya poem from Romance