Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagabandhu Sahu

Children Inspirational

2  

Jagabandhu Sahu

Children Inspirational

ଶିଶୁ ଦିବସ

ଶିଶୁ ଦିବସ

1 min
1.4K


କାଲିର ଭବିଷ୍ଯତ ନବ ଜାତ ଶିଶୁ

ଗର୍ଭରୁ ନ ଦିଅ ମାରି

ଦୁନିଆଁକୁ ଆସି ମାଆ ବାପା ଡାକି

ଓଠେ ହସ ଦେବ ଭରି


ସେଇ ଶିଶୁ ପୁଣି ସଂସ୍କାର ପାଇକି

ହୋଇବ ଶିକ୍ଷିତ ଯେବେ

ଏ ଭାରତ ଦେଶ ଆଉ ଏକ ପାଦ

ଆଗେଇ ଯିବଟି ସେବେ


ଶିକ୍ଷିତ ହୋଇଲେ ମଣିଷ ସମାଜ

ଶିକ୍ଷିତ ହୋଇବ ଦେଶ

ହେ ପାଠକ ଗଣ ଏ ଶିଶୁ ଦିବସେ

ଶିଶୁଙ୍କୁ ଦିଅ ଆଶିଷ


[ ପ୍ରେମ୍ କବି ଜଗବନ୍ଧୁ ସାହୁ ]

[ ଛଞ୍ଚାଣିଆ ପଲ୍ଲୀ ( ଗଞ୍ଜାମ ) ]


Rate this content
Log in

Similar oriya poem from Children