Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gyanendriya Dash

Inspirational Children

4.0  

Gyanendriya Dash

Inspirational Children

ମଣିଷ ଜାତି

ମଣିଷ ଜାତି

1 min
140


ସିମ୍ପାଞ୍ଜି, ମାଙ୍କଡ଼ ଗୋଟିଏ ଜାତି,

ତାଙ୍କଠୁ ଆସିଛି ଆମ ଆକୃତି ।

ବୁଦ୍ଧି ବିବେକରେ ହୋଇ ଉନ୍ନତି,

ବୋଲାଉଛୁ ଆମେ ମଣିଷ ଜାତି ।

ସଭ୍ୟତା ଆଡ଼କୁ ଯେ ଅଗ୍ରଗତି,

ଶ୍ରେଷ୍ଠ ଜୀବ ଭାବେ ହେଲା ଗଣତି ।

ଦୟା, କ୍ଷମା, ସ୍ନେହ ଅନ୍ୟର ପ୍ରତି,

ରଖିବା ଆମର ହେଉ ପ୍ରକୃତି ।

ଭୋକିଲାକୁ ଦେବା ଯଥା ଶକତି,

ଖାଇବା ଜିନିଷ ଯତନେ ଅତି ।

       


Rate this content
Log in

Similar oriya poem from Inspirational