Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Akshaya Kumar Moharana

Inspirational

3  

Akshaya Kumar Moharana

Inspirational

ମାଟି

ମାଟି

1 min
116


ସଂଜରେ ସକାଳେ ମାଟି ମାଆ କୋଳେ 

    ଦିନଟି ବିତୁଛି ମୋର

ସେହି ମାଟି କୋଳେ ମିଶିବେ ସକଳେ

  କାଳ ବଳେ ଏ ଶରୀର   ।


ମାଟିରୁ ଆସିଛି ମାଟିରେ ମିଶୁଛି

   ଦିବା ବାର ନିଶି ବାର

ବାର ପତ୍ର କ୍ଷୟ ଭୁଲିବେ ଆତ୍ମିୟ

   ମାଟି ଥିବ ଯୁଗାନ୍ତର   ।


ନୂଆ ଘର ଖଣ୍ଡି ପୁରୁଣା ଯେସନ

   ପଞ୍ଜୁରୀ ରୁ ଯିବ ଶାରୀ

ଏ ପ୍ରାଣ ପବନ ଉଡିଗଲା ଦିନ 

    କାନ୍ଦିବେ ବାହୁନି ଝୁରି  ।


ଆତ୍ମା ଯିବ ପୁରୀ କାଳ ଗଲେ ପୁରି

    ବାଇଶି ପାହଚେ ଗଡ଼ୁ

ଗଡ଼ୁ ଲୋଟା ଯେତେ ବ୍ରାହ୍ମଣ ତୁରିତେ

‌   ଚାଉଳ ଥାଳିରେ ମାଡୁ  ।   


Rate this content
Log in